ETV Bharat / sitara

ଟ୍ବିଟରରେ ଟ୍ରେଣ୍ତ କଲା 'ସସପେଣ୍ତ କଙ୍ଗନା ରଣାୱତ', ଜବାବ ଦେଲେ କୁଇନ - twitter-trends-suspend-kangana-ranaut

ଗତକାଲି କଙ୍ଗନା ଟ୍ବିଟରରେ ୱେବ୍ ସିରିଜ୍ ତାଣ୍ଡବ ନିର୍ମାତାଙ୍କ ଉପରେ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ, ଯାହା ପରେ 'ସସପେଣ୍ତ କଙ୍ଗନା ରଣାୱତ' ଟ୍ବିଟରରେ ଟ୍ରେଣ୍ଡ କରୁଛି । ଅଧିକ ପଢନ୍ତୁ...

kangana-reacts-after-twitter-trends-suspend-kangana-ranaut
ଟ୍ବିଟରରେ ଟ୍ରେଣ୍ତ ହେଲା 'ସସପେଣ୍ତ କଙ୍ଗନା ରଣାୱତ',ଜବାବ ଦେଲେ କୁଇନ
author img

By

Published : Jan 20, 2021, 8:43 PM IST

ମୁମ୍ବାଇ: ଟ୍ବିଟରରେ ଟ୍ରେଣ୍ତ କଲା 'ସସପେଣ୍ତ କଙ୍ଗନା ରଣାୱତ' । ଯାହା ବିରୋଧରେ କଙ୍ଗନା ନିଜର ପତିକ୍ରିୟା ରଖିଛନ୍ତି ।

ବାସ୍ତବରେ, ମାଇକ୍ରୋବ୍ଲଗିଂ ସାଇଟରେ କଙ୍ଗନାଙ୍କ ଆକାଉଣ୍ଟକୁ ସସପେଣ୍ତ କରିବାକୁ ଦାବି କରାଯାଉଛି । ନେଟେନିଜେନ୍ସମାନେ କଙ୍ଗନାଙ୍କର ଘୃଣ୍ୟ ଭାଷଣ ହେତୁ ତାଙ୍କ ଆକାଉଣ୍ଟକୁ ସସପେଣ୍ତ କରିବାକୁ ଦାବି କରୁଛନ୍ତି ।

kangana-reacts-after-twitter-trends-suspend-kangana-ranaut
ଟ୍ବିଟରରେ ଟ୍ରେଣ୍ତ ହେଲା 'ସସପେଣ୍ତ କଙ୍ଗନା ରଣାୱତ',ଜବାବ ଦେଲେ କୁଇନ

ଟ୍ବିଟରରେ 'ସସପେଣ୍ତ କଙ୍ଗନା ରଣାୱତ' ହ୍ୟାସଟ୍ୟାଗ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଅଭିନେତ୍ରୀ କହିଛନ୍ତି, 'ଆଣ୍ଟି ନ୍ୟାସନାଲ ଏହାକୁ ଟ୍ରେଣ୍ଡ କରୁଛନ୍ତି । ଦୟାକରି ଏପରି କରନ୍ତୁ, ଯେତେବେଳେ ସେମାନେ ଏହାକୁ ସସପେଣ୍ତ କରିଦେବେ, ମୁଁ ଆସି ସେମାନଙ୍କ ଜୀବନକୁ ଅଧିକ କଷ୍ଟକର କରିବି । ବର୍ତ୍ତମାନ ଯଦି ସେମାନେ ମୋତେ ସସପେଣ୍ତ କରନ୍ତି, ତେବେ ମୁଁ ଭର୍ଚୁଆଲ୍ ଦୁନିଆରୁ ବାହାରକୁ ଆସିବି ଏବଂ ପ୍ରକୃତ ଦୁନିଆରେ ଲୋକ ଅସଲୀ କଙ୍ଗନା ରଣାୱତକୁ ଦେଖିବେ । ଯିଏ କି ସମସ୍ତ ବାପାଙ୍କର ମା' ଅଟେ। # ବାବର ଶେରଣୀ ।

ୱେବ୍ ସିରିଜ୍ ତାଣ୍ଡବ ନିର୍ମାତାଙ୍କୁ କଙ୍ଗନା ଏହି ଟ୍ବିଟ୍ କରି ଜଣାଇଛନ୍ତି । ହିନ୍ଦୁ ଦେବତା ଏବଂ ଦେବୀଙ୍କୁ ଅପମାନିତ କରିଥିବାରୁ ଏହି ୱେବ୍ ସିରିଜ୍ ବହୁ ଅସୁବିଧାର ସମ୍ମୁଖୀନ ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.