ETV Bharat / sitara

କାନ ଫେଷ୍ଟିଭାଲରେ ପୁଣି ଜଲୱା ଦେଖାଇବେ କୁଇନ - cannes film festival

କଙ୍ଗନା ଗତବର୍ଷ କାନ ଫିଲ୍ମ ଫେଷ୍ଟିଭାଲରେ ଡେବ୍ୟୁ କରିଥିଲେ । ଏଥର ମଧ୍ୟ ଏହି ଫେଷ୍ଟିଭାଲରେ ଯୋଗ ଦେବାକୁ ପ୍ରସ୍ତୁତ ହୋଇସାରିଲେଣି କୁଇନ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
author img

By

Published : May 11, 2019, 4:54 AM IST

ମୁମ୍ବାଇ: କୁଇନ କଙ୍ଗନା ରଣାୱତ ଆଗାମୀ 72ତମ କାନ ଫିଲ୍ମ ଫେଷ୍ଟିଭାଲର ରେଡ କାର୍ପେଟରେ ନିଜ ଜଲୱା ଦେଖାଇବାକୁ ପ୍ରସ୍ତୁତି ଚଳାଇଛନ୍ତି । ସେ ବ୍ରାଣ୍ଡ ଆସୋସିଏସନର ଅଂଶ ମଧ୍ୟ । ତେଣୁ ସେ ପୁଣିଥରେ କାନର ଅନୁଭବ ପାଇଁ ଅପେକ୍ଷା କରିବାସିଛନ୍ତି । ଯାହାକୁ ନେଇ ସେ ଖୁବ୍ ଉତ୍ସାହିତ । ଏହା ତାଙ୍କର ଦ୍ବିତୀୟ ସୁଯୋଗ ଯେବେ ସେ ଏହି ଫେଷ୍ଟିଭାଲର ଅଂଶ ହେବେ ।

'ମଣିକର୍ଣିକା' ଅଭିନେତ୍ରୀ କଙ୍ଗନା Vodka brand gray goose ପାଇଁ ମେ 16ରୁ 18 ମଧ୍ୟରେ French rivieraକୁ ଯାତ୍ରା କରିବେ ।

ଗତ ବର୍ଷ କାନ ଫିଲ୍ମ ଫେଷ୍ଟିଭାଲରେ ଡେବ୍ୟୁ ପରେ ସେ ଭାରତୀୟ ସିନେମାକୁ ଏପରି ପ୍ରତିଷ୍ଠିତ ମଞ୍ଚରେ ଦ୍ବିତୀୟଥର ରିପ୍ରେଜେଣ୍ଟ କରିବାକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି । ଏହି ଆସୋସିଏସନ ତାଙ୍କ ବିଚାରଧାରା ପାଇଁ ଏକଦମ ପର୍ଫେକ୍ଟ ବୋଲି କହିଛନ୍ତି କଙ୍ଗନା ।

Bacardi Indiaର ମାର୍କେଟିଂ ହେଡ ଅଂଶୁମାନ ଗୋୟନକା କହିଛନ୍ତି କି କଙ୍ଗନା ଏହାପାଇଁ ସବୁଠାରୁ ଫିଟ୍ ଚେହେରା । କାରଣ ସେ ଭାରତୀୟ ସିନେମାରେ ଟ୍ୟାଲେଣ୍ଟର ଡେଭଲପମେଣ୍ଟର ପ୍ରତୀକ । ଆମେ ଏବର୍ଷ ପୁଣିଥରେ ପ୍ରତିଷ୍ଠିତ କାନ ଫିଲ୍ମ ଫେଷ୍ଟିଭାଲରେ ତାଙ୍କୁ ସହଯୋଗ କରିବାକୁ ପ୍ରସ୍ତୁତି ଅଛୁ । ଜଣାଇ ଦେଉଛୁ ଯେ ଏହି ଫେଷ୍ଟିଭାଲ ମେ 14ରୁ 25 ପର୍ଯ୍ୟନ୍ତ ଚାଲିବ ।

Intro:Body:

BREAKING

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.