ETV Bharat / sitara

‘ଧାକଡ’ ଟିମ ପ୍ରଶଂସାରେ କୁଇନ

author img

By

Published : Feb 3, 2021, 2:26 PM IST

ଅପକମିଂ ଫିଲ୍ମ ‘ଧାକଡ’ ନେଇ ଫେରିବେ କଙ୍ଗନା । ଏବେ ପୁରା ଟିମ ସହ ନିଜର ଫଟୋ ପୋଷ୍ଟ କରି ସମସ୍ତଙ୍କର କଲେ ପ୍ରଶଂସା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଟ୍ବିଟର@କଙ୍ଗନା ରଣାୱତ
ଫଟୋ ସୌଜନ୍ୟ: ଟ୍ବିଟର@କଙ୍ଗନା ରଣାୱତ

ମୁମ୍ବାଇ: ଏବର୍ଷ ରିଲିଜ ହେବାକୁ ଯାଉଛି କଙ୍ଗନା ରଣାୱତଙ୍କ ଚର୍ଚ୍ଚିତ ଆକ୍ସନ ଡ୍ରାମା ଫିଲ୍ମ ‘ଧାକଡ’ । ଯେଉଁଥିରେ ସେ ଜଣେ ଜାସୁସ ଭୂମିକାରେ ଅଭିନୟ କରୁଛନ୍ତି । ଫିଲ୍ମର ଜବରଦସ୍ତ ସିନ୍ସ ପାଇଁ ବର୍ତ୍ତମାନ ତାଙ୍କୁ କରିବାକୁ ପଡୁଛି କଡା ପରିଶ୍ରମ । ଆକ୍ସନ ସିକ୍ବେନ୍ସ ଶୁଖୁଥିବାର ଆସିଲେ ନଜର । ଏହାସହ ସେ ନିଜ ନିଜ ଟିମ, କ୍ରୁ ମେମ୍ବରଙ୍କୁ ପ୍ରଶଂସା କରି ଟ୍ବିଟ ମଧ୍ୟ କରିଛନ୍ତି ।

  • This is an appreciation tweet for my team, they are prepping for months for an action sequence at coal mines, while I make my guest appearance there only for a lazy rehearsal our Chief @RazyGhai practically living at the location for past few days ( cont) 1/2 pic.twitter.com/NQfCYhdtsY

    — Kangana Ranaut (@KanganaTeam) February 3, 2021 " class="align-text-top noRightClick twitterSection" data=" ">

ସେ ବୁଧବାର ଏକ ପୋଷ୍ଟରେ ଲେଖିଛନ୍ତି, ‘ଏହା ମୋ ଟିମ ପାଇଁ ଏକ ପ୍ରଶଂସା ଟ୍ବିଟ। ସେମାନେ କୋଇଲା ଖଣିରେ ଫିଲ୍ମର ଆକ୍ସନ ସିକ୍ବେନ୍ସ ପାଇଁ ଏକ ମାସରୁ ପ୍ରାକ୍ଟିକ୍ସ କରିଆସୁଛନ୍ତି । ହେଲେ ମୁଁ ମୋ ଚିଫ୍ ରାଜି ଘାଇଙ୍କ ସହ ଅଳସୁଆ ରିହର୍ସଲ କରୁଥିବାର ଆପଣଙ୍କୁ ଦେଖାଉଛି । ହୁଏତଃ 2 କିମ୍ବା 3 ଦିନ ପୂର୍ବରୁ ରାଜି ଏଠାକୁ ଆସିଛନ୍ତି ।’

ସେହିପରି ଆଉ ଏକ ଟ୍ବିଟରେ ସେ ଆର୍ଟିଷ୍ଟ ଏବଂ ଟେକ୍ନିସିଆନଙ୍କ ପ୍ରଶଂସା କରି କହିଛନ୍ତି, ‘ଏହି ପ୍ରକାରର ଉତ୍ସାହ ଏବଂ ପ୍ରତିବଦ୍ଧତା ଯାହା କଳାକାର ଏବଂ ଟେକ୍ନିସିଆନ ପ୍ରକାଶ କରନ୍ତି, ଏହା କେବଳ ଟଙ୍କା ପାଇଁ ନୁହେଁ। ହେଲେ କଣ ପାଇଁ? କାହିଁକି ଏହି ପାଗଳ କଳାକାରମାନେ ସେମାନଙ୍କର ସୁସ୍ଥତା କିମ୍ବା ମାନବ ସୀମିତତାକୁ ଭୁଲିଯାଆନ୍ତି ଏବଂ ଯାହା କରିବାକୁ ଚାହାଁନ୍ତି ତାହା କରନ୍ତି । ହେଲେ ଏହା ଅନେକ କଳାକାର ଜାଣିନାହାଁନ୍ତି ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.