ETV Bharat / sitara

ଫିଟନେସ୍ କୋଚ୍ ଯୋଗେଶଙ୍କ ପ୍ରଶଂସାରେ କଙ୍ଗନା

author img

By

Published : Feb 12, 2021, 12:01 PM IST

‘ଧାକଡ’ ପାଇଁ ନିଜ ଲୁକ୍ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି କୁଇନ କଙ୍ଗନା । ଯାହାର ଶ୍ରେୟ ସେ ନିଜ ଫିଟନେସ୍ କୋଚଙ୍କୁ ଦେଇଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରଣାୱତ ତାଙ୍କ ଫିଟନେସ୍ କୋଚ୍ ଯୋଗେଶ ଭତେଜାଙ୍କୁ ବିଭିନ୍ନ ଭୂମିକାରେ ଅର୍ଜନ କରିଥିବା ପରିବର୍ତ୍ତନ ପାଇଁ ଶ୍ରେୟ ଦେଇଛନ୍ତି। କଙ୍ଗନା ‘ଥାଲାଇଭି’ ଫିଲ୍ମ ପାଇଁ ଓଜନ ବଢାଇଥିଲେ । ଆଉ ତାଙ୍କୁ ଅପକମିଂ ଆକ୍ସନ ଫିଲ୍ମ ‘ଧାକଡ’ ପାଇଁ ଅତିରିକ୍ତ କିଲୋ କମ୍ କରିବାର ଥିଲା । ଯାହା ସମ୍ଭବ କରିବାରେ ସଫଳ ହୋଇଛନ୍ତି ଯୋଗେଶ ।

ଆଉ ତାଙ୍କ ପ୍ରଶଂସା କରି କଙ୍ଗନା କହିଛନ୍ତି, ‘ଆମେ କିଛି ବର୍ଷ ଧରି ଏକାଠି କାମ କରୁଆସୁଛୁ । ଆମେ ଏକାଠି ଅନେକ ପରିବର୍ତ୍ତନ କରିଛୁ - କାନ୍ସ ଲୁକ୍, ପଙ୍ଗା, ଥାଲାଇଭି ଏବଂ ବର୍ତ୍ତମାନ ଧକଡ । ମୋର ଚରିତ୍ରଗୁଡିକ ବହୁତ ଚାହିଦା, ଯାହା ସେ ଭଲ ଭାବରେ ବୁଝନ୍ତି ଏବଂ ସ୍କ୍ରିପ୍ଟର ଆବଶ୍ୟକତା ଅନୁଯାୟୀ ଯୋଜନା ପ୍ରସ୍ତୁତ କରନ୍ତି । ସେ ଜାଣନ୍ତି କେତେବେଳେ ପରିଶ୍ରମ କରିବେ ଏବଂ କେବେ ଧରି ରଖିବେ ଏବଂ ଫଳାଫଳ ପାଇବାରେ କେବେ ବିଫଳ ହୁଅନ୍ତି ନାହିଁ ।’

ଏହାବ୍ୟତୀତ କଙ୍ଗନା ଦେଶରେ ଚାଲିଥିବା ଚାଷୀ ଆନ୍ଦୋଳନର ବିରୋଧ କ୍ରମାଗତ ଭାବେରେ କରୁଛନ୍ତି । ଯାହାକୁ ନେଇ ତାଙ୍କର ସମାଲୋଚନା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.