ETV Bharat / sitara

ମରାଠୀ ସଂସ୍କୃତି ଓ ଗର୍ବକୁ କ୍ଷତି କରିବା କଥା ନୁହେଁ: କଙ୍ଗନା ରଣାୱତ

author img

By

Published : Sep 10, 2020, 6:18 PM IST

ଗୁରୁବାର ଟ୍ବିଟ ପରେ ଟ୍ବିଟ କରିବାରେ ବ୍ୟସ୍ତ ନଜର ଆସୁଛନ୍ତି କଙ୍ଗନା । ଯେଉଁଥିରେ ମହାରାଷ୍ଟ୍ର ସରକାରଙ୍କ ନିନ୍ଦା କରିବା ସହ ମରାଠୀ ପ୍ରଶଂସକଙ୍କ ଗୁଣ ଗାନ କରିଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: କିଛି ଦିନ ହେବ ବଲିଉଡ କୁଇନରୁ ବିବାଦୀୟ କୁଇନ ସାଜିଥିବା କଙ୍ଗନା ରଣାୱତ ଚୁପ ରହିବାର ନାଁ ନେଉନାହାଁନ୍ତି । ବିଏମସି ଦ୍ବାରା ବୁଧବାର ତାଙ୍କ ମଣିକର୍ଣ୍ଣିକା ଅଫିସ ଭାଙ୍ଗି ଯିବା ପରଠୁ ସେ ଶିବସେନା ପାର୍ଟି ଉପରେ ଖପ୍ପା ନଜର ଆସୁଛନ୍ତି । ସେପଟେ ୱାଇ ପ୍ଲସ ସୁରକ୍ଷା ସହ ସେ ମୁମ୍ବାଇରେ ପହଞ୍ଚିସାରିଛନ୍ତି ସେ । ଆଉ ପହଞ୍ଚିବା ପରେ ସେ ଟ୍ବିଟରରେ ଏକ ଭିଡିଓ ସେୟାର କରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ କଡା ଜବାବ ଦେଇଥିଲେ । ଦିନେ ଉଦ୍ଧବଙ୍କ ଅହଂକାର ଭାଙ୍ଗିବ ବୋଲି କହିଥିଲେ କଙ୍ଗନା ।

  • तुम्हारे पिताजी के अच्छे कर्म तुम्हें दौलत तो दे सकते हैं मगर सम्मान तुम्हें खुद कमाना पड़ता है, मेरा मुँह बंद करोगे मगर मेरी आवाज़ मेरे बाद सौ फिर लाखों में गूंजेगी, कितने मुँह बंद करोगे? कितनी आवाज़ें दबाओगे? कब तक सच्चाई से भागोगे तुम कुछ नहीं हों सिर्फ़ वंशवाद का एक नमूना हो।

    — Kangana Ranaut (@KanganaTeam) September 10, 2020 " class="align-text-top noRightClick twitterSection" data=" ">

ସେ ଗୁରୁବାର ଗୋଟିଏ ପରେ ଗୋଟିଏ ଟ୍ବିଟ କରି ଶିବସେନା ପାର୍ଟିକୁ ଟାର୍ଗେଟ କରିବା ସହ ଅନେକ କଥାର ଦାବି ମଧ୍ୟ କରିଛନ୍ତି । ସେହିପରି ସେ ଏକ ଟ୍ବିଟରେ ଦାବି କରି ଲେଖିଛନ୍ତି, ‘ମୋର ଅନେକ ମରାଠୀ ବନ୍ଧୁ ଗତକାଲି ଫୋନରେ କାନ୍ଦୁଥିଲେ, କେହି କେହି ମୋତେ ସାହାଯ୍ୟ ପାଇଁ ଅନେକ ଯୋଗାଯୋଗ କରିଥିଲେ, ଆଉ କିଛି ଘରେ ଖାଦ୍ୟ ପଠାଉଥିଲେ ଯାହା ସୁରକ୍ଷା ପ୍ରୋଟୋକଲ କାରଣରୁ ମୁଁ ଗ୍ରହଣ କରିପାରିଲି ନାହିଁ, ମହାରାଷ୍ଟ୍ର ସରକାରଙ୍କ ଏହି କଳା କାର୍ଯ୍ୟ ମରାଠୀ ସଂସ୍କୃତି ଏବଂ ଗର୍ବକୁ କ୍ଷତି ପହଞ୍ଚାଇବା ଉଚିତ୍ ନୁହେଁ । ଜୟ ମହାରାଷ୍ଟ୍ର। ।’

  • मेरे कई मराठी दोस्त कल फ़ोन पे रोए,कितनों ने मुझे सहायता हेतु कई सम्पर्क दिए, कुछ घर पे खाना भेज रहे थे जो मैं सिक्यरिटी प्रोटोकॉल्ज़ के चलते स्वीकार नहीं कर पायी,महाराष्ट्र सरकार की इस काली करतूत से दुनिया में मराठी संस्कृति और गौरव को ठेस नहीं पहुँचानी चाहिए. जय महाराष्ट्रा 🙏

ପ୍ରକାଶ ଥାଉକି ଏହାପୂର୍ବରୁ ସେ ଆଉ ଟ୍ବିଟରେ ଉଦ୍ଧବଙ୍କ ବଂଶବାଦ ଉପରେ ପ୍ରଶ୍ନ କରି ଲେଖିଥିଲେ, ‘ତୁମ ବାପାଙ୍କ ଭଲ କର୍ମ ତୁମକୁ ଧନ ତ ଦେଇପାରିବ । ହେଲେ ସମ୍ମାନ ତୁମକୁ ଆୟ କରିବାକୁ ପଡିବ। ମୋ ମୁହଁ ବନ୍ଦ କରିବ ସତ କିନ୍ତୁ ମୋ ସ୍ବର ଲକ୍ଷ ଲକ୍ଷ ଲୋକଙ୍କ ମଧ୍ୟରେ ଶୁଣିବାକୁ ମିଳିବ । କେତେ ମୁହଁ ବନ୍ଦ କରିବ ? କେତେ ସ୍ବରକୁ ଚପାଇ ପାରିବ ? କେତେ ଦିନ ପର୍ଯ୍ୟନ୍ତ ସତଠୁ ଦୌଡିବ । ତୁମେ କିଛି ବି ନୁହେଁ କେବଳ ବଂଶବାଦର ଏକ ନମୁନା ।’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.