ETV Bharat / sitara

କୋରୋନା ସହାୟତା: ପିଏମ କେୟାର୍ସକୁ 25ଲକ୍ଷ ଦେଲେ କଙ୍ଗନା - kangana contributes rs 25 lakh to pm cares fund

କଙ୍ଗନା ପିଏମ କେୟାର୍ସ ଫଣ୍ଡକୁ 25 ଲକ୍ଷ ଦାନ କରିଛନ୍ତି କୁଇନ । ଏହାସହ ଦୈନିକ ଶ୍ରମିକଙ୍କ ପରିବାରକୁ ମଧ୍ୟ ରାସନ ବଣ୍ଟନ କରିଛନ୍ତି । ଆହୁରି ପଢନ୍ତୁ...

kangana  contributes rs 25 lakh to pm cares fund and mummy asha give her 1 month pention
କୋରାନା ସହାୟତା : ପିଏମ ରିଲିଫ ପାଣ୍ଠିକୁ 25 ଲକ୍ଷ ଦାନ କଲେ କଙ୍ଗନା
author img

By

Published : Apr 3, 2020, 10:23 AM IST

ମୁମ୍ବାଇ: କୋରୋନାଭାଇରସ ସମୟରେ ଲୋକଙ୍କୁ ସାହାଯ୍ୟ କରିବାକୁ ବଲିଉଡ ସେଲିବ୍ରିଟିମାନେ କ୍ରମାଗତ ଭାବରେ ଆଗକୁ ଆସୁଛନ୍ତି । ଅନେକ ବଲିଉଡ ସେଲିବ୍ରିଟିମାନେ ପିଏମ ରିଲିଫ ପାଣ୍ଠିକୁ ଦାନ କରି ଲୋକଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢାଇଛନ୍ତି ।

kangana contributes rs 25 lakh to pm cares fund and mummy asha give her 1 month pention
କୋରାନା ସହାୟତା : ପିଏମ ରିଲିଫ ପାଣ୍ଠିକୁ 25 ଲକ୍ଷ ଦାନ କଲେ କଙ୍ଗନା

ଏହି ସମୟରେ ଅଭିନେତ୍ରୀ କଙ୍ଗନା ରଣାୱତ ଏବଂ ତାଙ୍କ ମା ଆଶା ରଣାୱତ ମଧ୍ୟ ପିଏମ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରିଛନ୍ତି । ଏହି ସୂଚନା କଙ୍ଗନାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ନିଜେ ଟ୍ୱିଟ କରିଛନ୍ତି । ରଙ୍ଗୋଲିଙ୍କ ମା ଆଶା ରଣାୱତ ତାଙ୍କର ଏକ ମାସର ପେନସନ ଦାନ କରିଛନ୍ତି । ଏହାସହ ଆଶା ରଣାୱତ କହିଛନ୍ତି ଯେ, ଏହି ଲକଡାଉନ କେତେ ଦିନ ଆମେ ଜାଣି ନାହୁଁ । ଆମ ପାଖରେ ଯାହା ଅଛି, ତାହା ସହିତ ବଞ୍ଚିବାକୁ ପଡିବ। ଆମକୁ ଯୋଗଦାନ କରିବାର ସୁଯୋଗ ଦେଇଥିବାରୁ ନରେନ୍ଦ୍ର ମୋଦୀ ଜୀଙ୍କୁ ଧନ୍ୟବାଦ। "

ଏହା ବ୍ୟତୀତ ରଙ୍ଗୋଲି ଚାନ୍ଦେଲ ଅନ୍ୟ ଏକ ଟ୍ୱିଟ କରିଛନ୍ତି, ଯେଉଁଥିରେ ସେ କହିଛନ୍ତି ଯେ କଙ୍ଗନା ରଣାୱତ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ପ୍ରାୟ 25 ଲକ୍ଷ ଟଙ୍କା ଦାନ କରିଛନ୍ତି ଏବଂ ଏହାସହ ସେ ଦୈନିକ ଶ୍ରମିକମାନଙ୍କୁ ମଧ୍ୟ ରାସନ ବଣ୍ଟନ କରିଛନ୍ତି । କଙ୍ଗନା ରଣାୱତ କହିଛନ୍ତି ଯେ, ଏହି ସମୟରେ ଆମକୁ ଏକାଠି ଠିଆ ହେବାକୁ ପଡିବ । ଆମକୁ ଯୋଗଦାନ କରିବାର ସୁଯୋଗ ଦେଇଥିବାରୁ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ। "

ଏହା ପୂର୍ବରୁ ଅକ୍ଷୟ କୁମାର, ଭୁମି ପେଡନେକର, ରାଜକୁମାର ରାଓ, ବିକି କୈାଶଲ, ଆଲିଆ ଭଟ୍ଟ, ସାରା ଅଲି ଖାନ, ଅନୁଷ୍କା ଶର୍ମା, ପ୍ରିୟଙ୍କା ଚୋପ୍ରା, ଏବଂ ମାଧୁରୀ ଦୀକ୍ଷିତଙ୍କ ପରି ଅନେକ ସେଲିବ୍ରିଟିମାନେ ପିଏମ କେୟାର ପାଣ୍ଠିରେ ସହଯୋଗ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.