ETV Bharat / sitara

କିଛି ସମ୍ପର୍କ କରଜ ସଦୃଶ, ଦେଖନ୍ତୁ 'କଲଙ୍କ' ଟିଜର

କରଣ ଜୋହର ଯେବେଠାରୁ ମଲ୍ଟିଷ୍ଟାରର ଫିଲ୍ମ 'କଲଙ୍କ'କୁ ନେଇ ଘୋଷଣା କରିଥିଲେ, ସେବେଠାରୁ ଏହାର ଝଲକ ଦେଖିବାକୁ ଦର୍ଶକ ବେଶ ଉତ୍ସାହିତ ଥିଲେ ।କିଛିଦିନ ତଳେ ଫିଲ୍ମରେ ସମସ୍ତଙ୍କ ଲୁକ ଓ ପୋଷ୍ଟର ରିଲିଜ ହୋଇଥିବାବେଳେ ଆଜି ରିଲିଜ ହୋଇଛି ଫିଲ୍ମର ପ୍ରଥମ ଟିଜର...

author img

By

Published : Mar 12, 2019, 2:48 PM IST

ଫଟୋ ସୌଜନ୍ୟ: ଫାଇଲ ଫଟୋ

ମୁମ୍ବାଇ: କରଣ ଜୋହର ଯେବେଠାରୁ ମଲ୍ଟିଷ୍ଟାରର ଫିଲ୍ମ 'କଲଙ୍କ'କୁ ନେଇ ଘୋଷଣା କରିଥିଲେ, ସେବେଠାରୁ ଏହାର ଝଲକ ଦେଖିବାକୁ ଦର୍ଶକ ବେଶ ଉତ୍ସାହିତ ଥିଲେ ।କିଛିଦିନ ତଳେ ଫିଲ୍ମରେ ସମସ୍ତଙ୍କ ଲୁକ ଓ ପୋଷ୍ଟର ରିଲିଜ ହୋଇଥିବାବେଳେ ଆଜି ରିଲିଜ ହୋଇଛି ଫିଲ୍ମର ପ୍ରଥମ ଟିଜର...

ଟିଜରଟିରେ ସମସ୍ତ ଷ୍ଟାରଙ୍କୁ ଦେଖାଯାଇ ଫିଲ୍ମର ଝଲକ ଦେଖାଯାଇଥିବାବେଳେ ଆପଣ ଏହି ଟିଜରକୁ ବାରମ୍ବାର ଦେଖିବାକୁ ଚାହିଁବେ । ଟିଜରରେ ଗୋଟିଏ ଡାଇଲଗ ଶୁଣିବାକୁ ମିଳିଛି, ତାହା ହେଉଛି, 'କୁଛ ରିସ୍ତେ କର୍ଜୋଂ କି ତରହା ହୋତେ ହୈ...ଉହ୍ନେ ନିଭାନା ନେହିଁ ଚୁକାନା ପଡତା ହୈ ।' ବାସ ଏହି ଡାଇଲଗ ପରେ ଗୋଟିଏ ପରେ ଗୋଟିଏ ଦମଦାର ସିନ ଦେଖିବାକୁ ପାଇଛନ୍ତି ଦର୍ଶକ ।

ପ୍ରତିଟି ସିନର ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ ଯଦି ଆପଣମାନେ ଧ୍ୟାନ ଦେଇ ଶୁଣିବେ ଫିଲ୍ମରେ ଅନେକ ଭାବବିହ୍ବଳ ସିନ ଅଛି ବୋଲି ନିଶ୍ଚେ ଅନ୍ଦାଜ ଲଗାଇପାରିବେ । ଫିଲ୍ମରେ ସମସ୍ତ ଷ୍ଟାର ଜବରଦସ୍ତ ଅନ୍ଦାଜରେ ନଜର ଆସୁଥିବାବେଳେ ଆଲିୟା ଓ ସୋନାକ୍ଷୀ ଦିଶୁଛନ୍ତି ଏଲିଗାଣ୍ଟ । ଆଉ ଧକଧକ ଗର୍ଲଙ୍କ କଥା କଣ ବା କହିବା । ଯେତେବେଳେ ସେ ଏଣ୍ଟ୍ରି ଓ ଡାନ୍ସ କରୁଛନ୍ତି ସେ ସିନକୁ ଆପଣ ଯେତେଥର ଦେଖିବା ତାହା ନଦେଖିବା ପରି ଲାଗିବ ।

ଏହାପରେ ଆଲିୟାଙ୍କ ଦ୍ବାରା ଆଉ ଗୋଟିଏ ଡାଇଲଗ ଶୁଣିବାକୁ ମିଳିଛି । ଯେଉଁଠି ଆଲିୟା ବିବାହ ମଣ୍ଡପରେ ଆଦିତ୍ୟଙ୍କ ସହ ନଜର ଆସିଛନ୍ତି । ପ୍ରକାଶ ଥାଉକି, ଫିଲ୍ମଟି ଅଭିଶେକ ବର୍ମନଙ୍କ ଦ୍ବାରା ନିର୍ଦ୍ଦେଶିତ ଓ ଏହା ଏପ୍ରିଲ 17ତାରିଖରେ ରିଲିଜ ହେବ ।

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.