ETV Bharat / sitara

‘ଡିଡିଏଲଜେ’ର ଆଇକନିକ୍ ସିନ୍ କୁ ନେଇ କାଜୋଲଙ୍କ ବାର୍ତ୍ତା: ଜା ଭାଇରସ୍ ଜା, ଜିନେ ଦେ ଅପନି ଜିନ୍ଦେଗୀ - kajol ddlj last sence coronavirus

ନିକଟରେ ଫିଲ୍ମ ‘ଡିଡିଏଲଜେ’ ରିଲିଜକୁ 25 ବର୍ଷ ପୂରଣ ହୋଇଥିଲା । ବର୍ତ୍ତମାନ କାଜୋଲ ଫିଲ୍ମର ଏକ ସିନ ପୋଷ୍ଟ କରିଛନ୍ତି । ଯାହାର ପୋଷ୍ଟରେ କାଜୋଲ ଲେଖିଛନ୍ତି, ଜା ଭାଇରସ୍ ଜା, ଜିନେ ଦେ ଅପନି ଜିନ୍ଦେଗୀ # 25 ବର୍ଷ ‘ଡିଡିଏଲଜେ’ ।

kajol ddlj last sence coronavirus
‘ଡିଡିଏଲଜେ’ର ଆଇକନିକ୍ ସିନ୍ କୁ ନେଇ କାଜୋଲଙ୍କ ବାର୍ତ୍ତା, ଜା ଭାଇରସ୍ ଜା, ଜିନେ ଦେ ଅପନି ଜିନ୍ଦେଗି
author img

By

Published : Oct 22, 2020, 10:18 PM IST

ନୂଆଦିଲ୍ଲୀ: ଭାରତୀୟ ସିନେମାରେ ଏମିତି କିଛି ଫିଲ୍ମ ନିର୍ମାଣ ହୋଇଛି, ଯାହାର ଚର୍ଚ୍ଚା ସବୁବେଳେ ହୋଇଥାଏ । ଏହି କ୍ରମରେ ସାମିଲ ଅଛନ୍ତି ଶାହରୁଖ ଖାନ ଓ କାଜଲଙ୍କ ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ଦୁଲୱାଲେ ଦୁଲହନିଆ ଲେ ଜାଏଙ୍ଗେ’।

ନିକଟରେ ଫିଲ୍ମ ‘ଡିଡିଏଲଜେ’ ରିଲିଜକୁ 25 ବର୍ଷ ପୂରଣ ହୋଇଥିଲା । ଏହି ଅବସରରେ ଏହି ଫିଲ୍ମର ସମସ୍ତେ ସେଲିବ୍ରିଟି ନିଜ ନିଜ ଅନ୍ଦାଜରେ ଏହାକୁ ସେଲିବ୍ରେଟ କରିଥିଲେ । ଯାହା ପରେ କାଜୋଲ ମଧ୍ୟ ସୋସିଆଲ ମିଡିଆରେ ଲଗାତାର ପୋଷ୍ଟ କରୁଛନ୍ତି । ବର୍ତ୍ତମାନ କାଜୋଲ ଫିଲ୍ମର ଏକ ସିନ ପୋଷ୍ଟ କରିଛନ୍ତି ।

ବାସ୍ତବରେ, ଏହି ପୋଷ୍ଟଟି ଏକ ସାବୁନ୍ ଆଡଭଟାଇଜମେଣ୍ଟ । କିନ୍ତୁ ଫିଲ୍ମ ‘ଡିଡିଏଲଜେ ସହିତ ସଂଯୋଗ କରି ଏହା ପ୍ରସ୍ତୁତ କରାଯାଇଛି । ଏହା ଅତ୍ୟନ୍ତ ମଜାଳିଆ ହୋଇଛି ।

କାଜୋଲ ପୋଷ୍ଟ କରି ଲେଖିଛନ୍ତି, ଜା ଭାଇରସ୍ ଜା, ଜିନେ ଦେ ଅପନି ଜିନ୍ଦେଗି # 25 ବର୍ଷ‘ଡିଡିଏଲଜେ’ ।

ପୋଷ୍ଟରରେ ଦେଖିବାକୁ ମିଳିଛି ଯେ, ଫିଲ୍ମର ଶେଷରେ ଅମ୍ରିଶ ପୁରୀ କାଜୋଲଙ୍କ ହାତ ଛାଡି କହନ୍ତି, ସିମରନ୍ ଜା, ଜୀଲେ ଅପନି ଜିନ୍ଦେଗି । ଏବଂ କାଜୋଲ ଟ୍ରେନ୍ ଆଡକୁ ଦୌଡ଼ନ୍ତି, ଯେଉଁଠାରେ ରାଜ ଅର୍ଥାତ୍ ଶାହାରୁଖ ଖାନ୍ ତାଙ୍କୁ ଅପେକ୍ଷା କରିଛନ୍ତି । ଯେଉଁଥିରେ ରାଜ ସିମରନଙ୍କ ହାତ ମାଗୁଛନ୍ତି ଏବଂ ସିମରନ ତାଙ୍କୁ ହାତ ଧୋଇବାକୁ କହୁଛନ୍ତି ।

ପ୍ରକାଶ ଥାଉ ଯେ, ଫିଲ୍ମ ‘ଡିଡିଏଲଜେ’ଶାହାରୁଖ ଏବଂ କାଜୋଲଙ୍କ ବ୍ୟତୀତ ଅମ୍ରିଶ ପୁରୀ, ଅନୁପମ ଖେର, ଫରିଦା ଜାଲାଲ, ପରମିତ ଶେଟ୍ଟୀ ଭଳି ତାରକାମାନେ ମଧ୍ୟ ଅଭିନୟ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.