ETV Bharat / sitara

ବିନା ମେକଅପରେ ହିରୋଇନ, ଫଟୋ ଦେଖି ହୋଇଯିବେ ଆଶ୍ଚର୍ଯ୍ୟ - singham

‘ରିଅଲମି’ର ଏବେ ଟ୍ରେଣ୍ଡ ଚାଲିଛି । ସୋସିଆଲ ମିଡିଆରେ ନିଜର ରିଅଲ ଲାଇଫକୁ ଦେଖେଇବାରେ ଆଗରେ ଅନେକ ଷ୍ଟାର । ତେବେ ବଲିଉଡରେ ହିରୋଇନଙ୍କୁ ବିନା ମେକଅପରେ ବହୁତ କମ ଦେଖାଯାଇଛି । ତେବେ ଏଥିରେ ସାମିଲ ହୋଇଛନ୍ତି ସିଂଘମ ଫେମ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/kajalaggarwalofficial
author img

By

Published : Jun 1, 2019, 2:37 PM IST

ହାଇଦ୍ରାବାଦ: ଟେଲିଭିଜନ ହେଉ କିମ୍ବା ଫିଲ୍ମର ଷ୍ଟାର୍ସ ବିନା ମେକଅପରେ ବହୁତ କମ ନଜର ଆସନ୍ତି । ଅନେକ ଷ୍ଟାର୍ସ ସୋସିଆଲ ମିଡିଆରେ ରିଅଲ ମି ଚ୍ୟାଲେଞ୍ଜରେ ବିନା ମେକଅପର ଫଟୋ ପୋଷ୍ଟ କରନ୍ତି । କିଛି ଦିନ ତଳେ ଅଭିନେତ୍ରୀ ସୋନମ କପୁର ବିନା ମେକଅପ ଫଟୋ ପୋଷ୍ଟ କରି ଚର୍ଚ୍ଚାରେ ଥିଲେ ।

kajol agrawal
ଡିଜାଇନ ଫଟୋ

ତେବେ ଏଥରକ ବିନା ମେକଅପରେ ନଜର ଆସିଛନ୍ତି ସିଂଘମ ଫେମ କାଜଲ ଅଗ୍ରୱାଲ । ସୋସିଆଲମିଡିଆରେ ଫଟୋ ପୋଷ୍ଟ କରି ‘ରିଅଲମି’ର ସନ୍ଦେଶ ଦେଇଛନ୍ତି । ମେକଅପ କେବେବି ଭିତରର ସୁନ୍ଦରତାକୁ ଦେଖାଇପାରେନି ବୋଲି କହିଛନ୍ତି କାଜୋଲ । ମେକଅପ କରି ଆମେ ବାହାରୁ ସୁନ୍ଦର ଦେଖାଯାଇପାରିବା ମାତ୍ର ଏହା ଆମ ବ୍ୟକ୍ତିତ୍ବର ପ୍ରତିଫଳନ ନୁହେଁ ବୋଲି କହିଛନ୍ତି ସିଂଘମ ହିରୋଇନ ।

କାଜୋଲଙ୍କ ଆଗାମୀ ଫିଲ୍ମ କଥା କହିବାକୁ ଗଲେ ସେ କଙ୍ଗନାଙ୍କ ଫିଲ୍ମ କୁଇନର ତାମିଲ ଭର୍ସନ ପେରିସ-ପେରିସରେ ନଜର ଆସିବେ । ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ରମେଶ ଅରବିନ୍ଦ । ତେବେ ବଲିଉଡ କଥା କହିବାକୁ ଗଲେ କାଜୋଲ ଅକ୍ଷୟ କୁମାରଙ୍କ ସହ ସ୍ପେଶାଲ-26ରେ ନଜର ଆସିଥିଲେ ।

Intro:Body:

sdfg

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.