ETV Bharat / sitara

ଏହି ଅଭିନେତାଙ୍କୁ ଏପ୍ରିଲ ୨୨ରେ ବିବାହ କରିବେ ଜ୍ବାଲା - ଏପ୍ରିଲ୍ ୨୨ରେ ବିବାହ କରିବେ ଜ୍ବାଲା ଗୁଟ୍ଟା-ବିଷ୍ଣୁ ବିଶାଲ

ଭାରତୀୟ ମହିଳା ବ୍ୟାଡମିଣ୍ଟନ ଷ୍ଟାର ଜ୍ବାଲା ଗୁଟ୍ଟାଙ୍କ ଫ୍ୟାନ୍ସଙ୍କ ପାଇଁ ଗୁଡନ୍ୟୁଜ । ସେ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଯାହାର ଘୋଷଣା ସେ ଆଜି କରିଛନ୍ତି । ଅଧିକ ପଢନ୍ତୁ...

jwala-gutta-tie-the-knot-with-vishnu-vishal-on-april-22
ଏପ୍ରିଲ୍ ୨୨ରେ ବିବାହ କରିବେ ଜ୍ବାଲା ଗୁଟ୍ଟା-ବିଷ୍ଣୁ ବିଶାଲ
author img

By

Published : Apr 13, 2021, 8:17 PM IST

ନୂଆଦିଲ୍ଲୀ: ଭାରତୀୟ ମହିଳା ବ୍ୟାଡମିଣ୍ଟନ ଷ୍ଟାର ଜ୍ବାଲା ଗୁଟ୍ଟାଙ୍କ ଫ୍ୟାନ୍ସଙ୍କ ପାଇଁ ଗୁଡନ୍ୟୁଜ । ସେ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଯାହାର ଘୋଷଣା ସେ ଆଜି କରିଛନ୍ତି ।

  • N dis happened last nite n what a beautiful surprise it was!
    Today when I think of my life what a journey it has been n 2day I realise there is so much more to luk forward to!Towards our family,Aryan,friends and work!its gonna be another great journey am sure ❤️🥂😘 pic.twitter.com/qjqVkK6CWo

    — Gutta Jwala (@Guttajwala) September 7, 2020 " class="align-text-top noRightClick twitterSection" data=" ">

ଆଜି(ମଙ୍ଗଳବାର) ଜ୍ବାଲା ସୋସିଆଲ ମିଡିଆରେ ପ୍ରଶଂସକଙ୍କୁ କହିଛନ୍ତି ଯେ ସେ ତାମିଲ ଫିଲ୍ମ ସୁପରଷ୍ଟାର ବିଷ୍ଣୁ ବିଶାଲଙ୍କୁ ବିବାହ କରିବାକୁ ଯାଉଛନ୍ତି । ଏହି ମାସ ୨୨ ତାରିଖରେ ବିଶାଲଙ୍କୁ ସାତଜନ୍ମର ସାଥୀ କରିବେ ଜ୍ବାଲା । ଉଭୟ ଷ୍ଟାର ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେମାନଙ୍କ ଫ୍ୟାନ୍ସଙ୍କୁ ଏହି ସୂଚନା ଦେଇଛନ୍ତି ।

ଜ୍ବାଲା ଟ୍ବିଟରରେ ବିବାହ କାର୍ଡ ସେୟାର କରି ଲେଖିଛନ୍ତି, “ଜୀବନ ହେଉଛି ଏକ ଯାତ୍ରା ବିଶ୍ବାସ ରଖ ଏବଂ ଆଗକୁ ବଢ … ଆପଣଙ୍କ ଭଲପାଇବା ଏବଂ ସମର୍ଥନ ବହୁତ ଆବଶ୍ୟକ ” ।

ଏଥି ସହିତ ଜ୍ବାଲା ଏବଂ ବିଶାଲ ସ୍ପଷ୍ଟ କରିଛନ୍ତି ଯେ ସେମାନଙ୍କ ବିବାହ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ସମାରୋହରେ ହେବ । ଯେଉଁଥିରେ କେବଳ ପରିବାର ଏବଂ ନିକଟତର ସମ୍ପର୍କୀୟଙ୍କୁ ଅନ୍ତର୍ଭୁକ୍ତ କରାଯିବ ।

ପ୍ରକାଶ ଥାଉ ଯେ, ବିଷ୍ଣୁ ଏବଂ ଜ୍ବାଲା ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରୁଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.