ETV Bharat / sitara

ଜୁହିଙ୍କ ଭରସା, ପୁଅ ହେବେ ଅଭିନେତା

author img

By

Published : May 21, 2019, 11:39 PM IST

ବିଶିଷ୍ଟ ଅଭିନେତ୍ରୀ ଜୁହି ଚାୱଲାଙ୍କ ସନ୍ତାନ ଲଣ୍ଡନରେ ଏକ ବୋର୍ଡିଂ ସ୍କୁଲରେ ପଢୁଛନ୍ତି । ଜୁହି ବର୍ତ୍ତମାନ ଭାରତରେ ଅଛନ୍ତି । କିଛି ଦିନ ମୁମ୍ବାଇ ଏବଂ କୋଲକତାରେ ରହି ପୁଣି ଲଣ୍ଡନ ଫେରିଯିବେ । ସେ ନିଜ ପିଲାଙ୍କୁ ନେଇ ଏକ ବୟାନ ଦେଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଜୁହି ଚାୱଲା

ମୁମ୍ବାଇ: 90 ଦଶକରେ ଜୁହି ଚାୱଲା ବଲିଉଡର ଫେମସ ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ ଥିଲେ । ଯିଏ ଅନେକ ହିଟ୍ ଫିଲ୍ମ ବଲିଉଡକୁ ଦେଇସାରିଛନ୍ତି । ପରଦାରେ ଦର୍ଶକ ତାଙ୍କ ହସ ଦେଖିବାକୁ ଖୁବ୍ ପସନ୍ଦ କରନ୍ତି । ଇତିମଧ୍ୟରେ ଜୁହିଙ୍କୁ ନେଇ ଗୋଟିଏ ଖବର ଶୁଣିବାକୁ ମିଳୁଛି । ସେ ନିକଟରେ କହିଛନ୍ତି କି ତାଙ୍କ ପୁଅ ଅର୍ଜୁନ ଭଲ ଅଭିନେତା ହୋଇପାରିବେ ।

କାରଣ ସେ ଅନ୍ୟ ଜଣଙ୍କ ନକଲ ଖୁବ୍ ସହଜରେ କରିନିଅନ୍ତି ଏବଂ ତାଙ୍କ ମଧ୍ୟରେ ମଣିଷକୁ ହସାଇବା ଗୁଣ ମଧ୍ୟ ଖୁବ୍ ଅଛି । ଅନ୍ୟପଟେ ତାଙ୍କ ଝିଅ ଜାହ୍ନବୀ ଲେଖିକା ହେବାକୁ ଚାହୁଁଛନ୍ତି । କାରଣ ଜାହ୍ନବୀଙ୍କୁ ଯେତେବେଳେ ପ୍ରଶ୍ନ କରାଯାଏ ଗିଫ୍ଟରେ କଣ ନେବେ, ତେବେ ସେ ସଙ୍ଗେ ସଙ୍ଗେ କୁହନ୍ତି ବହି । ତେଣୁ ସେ ଲେଖିକା ହିଁ ହେବେ ।

Intro:Body:

dfhdf

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.