ETV Bharat / sitara

ତିନୋଟି ଅବତାରରେ ପରଦାକୁ ଫେରିବେ ଜନ - ଜନ ଅବ୍ରାହମଙ୍କ ଆଗାମୀ ଫିଲ୍ମ ସତ୍ୟାମେବ ଜୟତେ 2

ଫିଲ୍ମ ‘ସତ୍ୟମେବ ଜୟତେ 2’କୁ ନେଇ ଚର୍ଚ୍ଚାରେ ଜନ ଅବ୍ରାହମ । 2018ରେ ରିଲିଜ ହୋଇଥିବାର ଏହାର ପ୍ରଥମ ଫିଲ୍ମ ‘ସତ୍ୟମେବ ଜୟତେ’।

john abraham
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜନ ଅବ୍ରାହମ
author img

By

Published : Feb 11, 2020, 5:57 PM IST

ମୁମ୍ବାଇ: ଫେମସ ଆକ୍ଟର ଜନ ଅବ୍ରାହମଙ୍କ ଫ୍ୟାନ୍ସ ତାଙ୍କ ଆଗାମୀ ଫିଲ୍ମ ‘ସତ୍ୟମେବ ଜୟତେ 2’କୁ ନେଇ ଖୁବ୍ ଏକ୍ସାଇଟେଡ। ଦୀର୍ଘ ସମୟରୁ ଫିଲ୍ମକୁ ନେଇ ଅନେକ ଚର୍ଚ୍ଚା ହୋଇସାରିଛି । ନିକଟରେ ଫିଲ୍ମରେ ଜନଙ୍କ ଭୂମିକାକୁ ନେଇ ଏକ ନୂଆ ଖବର ଶୁଣିବାକୁ ମିଳିଥିଲା । ଯେଉଁଥିରେ କୁହାଯାଇଥିଲା ଯେ ‘ସତ୍ୟମେବ ଜୟତେ 2’ରେ ଜନ ତିନୋଟି ଭିନ୍ନ ଭିନ୍ନ ଭୂମିକାରେ ନଜର ଆସିବେ।

ହେଲେ ଏଯାବତ ଜନଙ୍କ ଭୂମିକାକୁ ନେଇ ଫିଲ୍ମ ଟିମ ପକ୍ଷରୁ କୌଣସି ସୂଚନା ମିଳିନାହିଁ । ଶୁଣିବାକୁ ମିଳୁଛି ଯେ ମିଲାପ ଜାଭେରୀ ନିର୍ଦ୍ଦେଶିତ ଫିଲ୍ମ ‘ସତ୍ୟମେବ ଜୟତେ 2’ରେ ଜନଙ୍କୁ ତିନୋଟି ଭିନ୍ନ ଭିନ୍ନ ଅବତାରରେ ଦେଖିବେ ଦର୍ଶକ । ଏହି ଖବର କେତେ ସତ ତାହା କେବଳ ଫିଲ୍ମ ଆସିଲା ପରେ ହିଁ ଜଣାପଡିବ।

ପ୍ରକାଶ ଥାଉକି 2018ରେ ରିଲିଜ ହୋଇଥିବା ଜନଙ୍କ ଅଭିନୀତ ଫିଲ୍ମ ‘ସତ୍ୟମେବ ଜୟତେ’ର ସିକ୍ବେଲ ଫିଲ୍ମ ‘ସତ୍ୟାମେବ ଜୟତେ 2’। ଫିଲ୍ମର ଦ୍ବିତୀୟ ଭାଗରେ ସାମାଜିକ ବଡ ପ୍ରସଙ୍ଗକୁ ନେଇ ଆଧାରିତ । ଏହି ଫିଲ୍ମଟି ଆସନ୍ତା ଗାନ୍ଧୀ ଜୟନ୍ତରେ ରିଲିଜ ହେବାକୁ ଯାଉଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.