ETV Bharat / sitara

ରୋଡ୍ ସୋରେ ପ୍ରଂଶସକଙ୍କୁ ଠେଲି ଦେଲେ ଜୟା ବଚ୍ଚନ, ଭିଡିଓ ଭାଇରାଲ

ପଶ୍ଚିମବଙ୍ଗ ହାୱଡାରେ ଆଜି ରୋଡ୍ ସୋ ବେଳେ ଉତକ୍ଷିପ୍ତ ହୋଇପଡିଲେ ଜୟା ବଚ୍ଚନ । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଅଧିକ ପଢନ୍ତୁ...

jaya-bachchan-gets-trolled-on-birthday-for-pushing-fan-during-roadshow-video-viral
ରୋଡ୍ ସୋରେ ପ୍ରଂଶସକଙ୍କୁ ଠେଲିଲେ ଜୟା ବଚ୍ଚନ, ଭିଡିଓ ଭାଇରାଲ
author img

By

Published : Apr 9, 2021, 4:45 PM IST

ହାଇଦ୍ରାବାଦ: ଆଜି(ଶୁକ୍ରବାର) ଭେଟେରାନ ଅଭିନେତ୍ରୀ ତଥା ରାଜ୍ୟସଭା ସାଂସଦ ଜୟା ବଚ୍ଚନଙ୍କ 73 ତମ ଜନ୍ମଦିନ । ଜନ୍ମଦିନ ଅବସରରେ ଏମିତି ଏକ କାମ କରି ଏବେ ଚର୍ଚ୍ଚାରେ ଜୟା ।

  • Jaya Bachchan Pushes & Shove a citizen who was just taking a selfie with her and TMC candidate. pic.twitter.com/76vVqBhLnZ

    — Rishi Bagree 🇮🇳 (@rishibagree) April 8, 2021 " class="align-text-top noRightClick twitterSection" data=" ">

ବାସ୍ତବରେ, ପଶ୍ଚିମବଙ୍ଗ ହାୱଡାରେ ଏକ ରୋଡ ସୋ ସମୟରେ ଜୟା ଜଣଙ୍କୁ ଠେଲି ଦେଇଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଚାରି ଦିନିଆ ନିର୍ବାଚନ ପ୍ରଚାର ପାଇଁ ଜୟା ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି । ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମର୍ଥନ କରିବା ପାଇଁ ରାଲି ଏବଂ ରୋଡ୍ ସୋ କରୁଛନ୍ତି ।

ଜୟାଙ୍କ ରୋଡ ସୋ’ର ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଠି ସେ ଜଣଙ୍କୁ ଠେଲି ଦେଉଥିବା ନଜର ଆସିଛନ୍ତି । ଯେତେବେଳେ ବ୍ୟକ୍ତି ଜଣଙ୍କ ତାଙ୍କ ସହିତ ସେଲଫି ନେବାକୁ ଚେଷ୍ଟା କରୁଥିଲେ, ସେ ଉତକ୍ଷିପ୍ତ ହୋଇ ତାଙ୍କୁ ଠେଲି ଦେଇଥିଲେ ।

ଏହା ପୂର୍ବରୁ ମଧ୍ୟ ଜୟା ବିନା ଅନୁମତିରେ ଫଟୋ ଉଠାଇବା ପାଇଁ କ୍ୟାମେରାମ୍ୟାନ ଏବଂ ପ୍ରଶଂସକଙ୍କୁ ଗାଳି ମଧ୍ୟ ଦେଇଛନ୍ତି ।

ପ୍ରକାଶ ଥାଉ ଯେ, ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ୟୁଜର୍ସ ଜୟାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.