ETV Bharat / sitara

ଦୀପିକାଙ୍କ ଗୀତରେ ଜାହ୍ନବୀଙ୍କ ଠୁମକା

ନିକଟରେ ଆୟୋଜିତ ହୋଇଥିଲା ଫିଲ୍ମଫେୟର ଆୱାର୍ଡ ଶୋ । ଯେଉଁଥିରେ ଶାନଦାର ଡାନ୍ସ ପରଫର୍ମ କରି 'ଧଡକ' ଅଭିନେତ୍ରୀ ଜାହ୍ନବୀ କପୁର ଦର୍ଶକଙ୍କ ମନ ପୁଣିଥିରେ କିଣିବାରେ ସଫଳ ହୋଇଛନ୍ତି ।

author img

By

Published : Mar 23, 2019, 9:59 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଜାହ୍ନବୀ କପୁର

ମୁମ୍ବାଇ: 'ଧଡକ' ଫିଲ୍ମ ଜରିଆରେ ଦର୍ଶକଙ୍କ ଉପରେ ନିଜର ଯାଦୁ ବିଛାଇଥିବା ଅଭିନେତ୍ରୀ ଜାହ୍ନବୀ ବର୍ତ୍ତମାନ ବଲିଉଡର ସବୁଠାରୁ ଡିମାଣ୍ଡିଂ ନ୍ୟୁକମର ଆର୍ଟିଷ୍ଟ ମଧ୍ୟରେ ଅନ୍ୟତମ । ସ୍ବର୍ଗୀୟ ବିଶିଷ୍ଟ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ ନିକଟରେ ଆୟୋଜିତ ହୋଇଥିବା ଫିଲ୍ମଫେୟାର ଆୱାର୍ଡ ଶୋରେ ଶାନଦାର ପରଫର୍ମ କରି ପୁଣି ଦର୍ଶକଙ୍କ ମନ କିଣିଛନ୍ତି ।

ସେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସୁପରହିଟ୍ ଫିଲ୍ମ 'ପଦ୍ମାବତ'ର 'ଘୁମର' ଗୀତରେ ଠୁମକା ଲଗାଇଥିବାର ନଜର ଆସିଥିଲେ ।

ଏହାବ୍ୟତୀତ ସେ ଅଭିନେତ୍ରୀ ନୋରା ଫତେହୀ, ରାଜକୁମାର ରାଓଙ୍କ ଫେମସ ଗୀତ 'କମରିୟା'ରେ ମଧ୍ୟ ଶାନଦାର ଡାନ୍ସ କରିଥିଲେ । ଏଯାବତ୍ ଗୋଟିଏ ଫିଲ୍ମରେ ଅଭିନୟ କରିଥିବା ଜାହ୍ନବୀ ମଧ୍ୟ କୌଣସି ଲୋକପ୍ରିୟ ଅଭିନେତ୍ରୀଙ୍କ ଠାରୁ କମ ନୁହଁନ୍ତି । ତାଙ୍କ ଫ୍ୟାନ୍ସ ଫଲୋଇଂ ସଂଖ୍ୟା ମଧ୍ୟ ଖୁବ୍ ଅଧିକା ।

ଯଦି ତାଙ୍କ ଆଗାମୀ ଫିଲ୍ମ ବିଷୟରେ କଥା ହେବା, ତେବେ ସେ ଖୁବ୍ ଶୀଘ୍ର ମଲ୍ଟି ଷ୍ଟାରର ଫିଲ୍ମ 'ତଖ୍ତ'ରେ ନଜର ଆସିବେ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.