ETV Bharat / sitara

ଆସିଲା ‘ଗୁଞ୍ଜନ ସକ୍ସେନା’ର ଦମଦାର ଟ୍ରେଲର

author img

By

Published : Aug 1, 2020, 4:28 PM IST

ପରିଶେଷରେ ରିଲିଜ ହୋଇଯାଇଛି ବହୁ ପ୍ରତିକ୍ଷିତ ଫିଲ୍ମ ‘ଗୁଞ୍ଜନ ସକ୍ସେନା: ଦ କାରଗିଲ ଗାର୍ଲ’ର ଟ୍ରେଲର। ଯୁଦ୍ଧ ବିମାନର ପାଇଲଟ ସାଜି ଶତ୍ରୁକୁ ହରାଇବେ ଜାହ୍ନବୀ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ‘ଧଡକ’ ଫେମ ଜାହ୍ନବୀ କପୁର ଦୀର୍ଘ ସମୟରୁ ନିଜ ଚର୍ଚ୍ଚିତ ଫିଲ୍ମ ‘ଗୁଞ୍ଜନ ସକ୍ସେନା: ଦ କାରିଗଲ ଗାର୍ଲ’କୁ ନେଇ ଚର୍ଚ୍ଚାରେ। ଏହି ଫିଲ୍ମର କାହାଣୀ ଭାରତୀୟ ବାୟୁସେନା ଯୁଦ୍ଧ ବିମାନ ପାଇଲଟ ଗୁଞ୍ଜନ ସକ୍ସେନାଙ୍କ ଜୀବନକୁ ନେଇ ଆଧାରିତ। ଯିଏ 1999ର କାରିଗଲ ଯୁଦ୍ଧ ସମୟରେ ନିଜ ବୀରତା ଦେଖାଇଥିଲେ । ଫିଲ୍ମରେ ଗୁଞ୍ଜନଙ୍କ ଭୂମିକାରେ ନଜର ଆସିବେ ଜାହ୍ନବୀ। ସେହିପରି ନିକଟରେ ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ କରିବାର ଘୋଷଣା କରିଥିଲେ ମେକର୍ସ । ଆଉ ଏବେ ଫିଲ୍ମର ଦମଦାର ଟ୍ରେଲର ରିଲିଜ ହୋଇଯାଇଛି।

  • " class="align-text-top noRightClick twitterSection" data="">

ଟ୍ରେଲରରେ ଜାହ୍ନବୀଙ୍କ ଶାନଦାର ଅଭିନୟ ଦେଖିବାକୁ ମିଳୁଛି। ଶରଣ ଶର୍ମାଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଜାହ୍ନବୀଙ୍କ ବ୍ୟତୀତ ଅଭିନେତା ପଙ୍କଜ ତ୍ରିପାଠୀ, ଅଙ୍ଗଦ ବେଦୀ, ବିନୀତ କୁମାର, ମାନବ ବିଜ ଓ ଆୟଶା ରଜା ମଧ୍ୟ ନଜର ଆସିବେ।

‘ଗୁଞ୍ଜନ ସକ୍ସେନା’ର ପ୍ରିମିୟର ଆଗଷ୍ଟ 12ରେ ନେଟଫ୍ଲିକ୍ସରେ ହେବାକୁ ଯାଉଛି। ଯାହାକୁ ନେଇ ଏକ୍ସାଇଟେଡ ଦର୍ଶକ। ଏହାର ସୂଚନା ନିକଟରେ ଜାହ୍ନବୀ ଇନଷ୍ଟାଗ୍ରାମରେ ଫ୍ୟାନ୍ସଙ୍କୁ ଦେଇଥିଲେ । ହେଲେ ଏହା ପୂର୍ବରୁ ଆପଣ ଦେଖନ୍ତୁ ଫିଲ୍ମର ଶାନଦାର ଟ୍ରେଲର...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.