ETV Bharat / sitara

ଇ-ରିକ୍ସା ଚଳାଇଲେ ଜାହ୍ନବୀ, ଭିଡିଓ ଭାଇରାଲ - ଇ-ରିକ୍ସା ଚଳାଇଲେ ଜାହ୍ନବୀ, ଭିଡିଓ ଭାଇରାଲ

ଏବେ ଜାହ୍ନବୀଙ୍କ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଜାହ୍ନବୀ ଏକ ଇ-ରିକ୍ସା ଚଳାଉଥିବାର ନଜର ଆସିଛନ୍ତି । ଅଧିକ ପଢନ୍ତୁ...

jahnavi-kapoor-seen-driving-an-e-rickshaw-this-video-is-going-viral-on-the-internet
ଇ-ରିକ୍ସା ଚଳାଇଲେ ଜାହ୍ନବୀ, ଭିଡିଓ ଭାଇରାଲ
author img

By

Published : Feb 10, 2021, 10:32 PM IST

ନୂଆଦିଲ୍ଲୀ: ‘ଧଡକ’ ଫେମ ଜାହ୍ନବୀ କପୁରଙ୍କୁ ନେଇ ନୂଆ ଚର୍ଚ୍ଚା । ଜାହ୍ନବୀ ସୋସିଆଲ ମିଡିଆରେ ବେଶ ଆକ୍ଟିଭ ।

ଏବେ ଜାହ୍ନବୀଙ୍କ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଜାହ୍ନବୀ ଏକ ଇ-ରିକ୍ସା ଚଳାଉଥିବାର ନଜର ଆସିଛନ୍ତି।

ଭିଡିଓରେ ଦେଖିବାକୁ ମିଳେ ଯେ, ଜାହ୍ନବୀ ଏକ ଇ-ରିକ୍ସା ଚଳାଉଛନ୍ତି ଏବଂ ତାଙ୍କ ପଛ ସିଟରେ ଦୁଇଜଣ ଲୋକ ମଧ୍ୟ ବସିଛନ୍ତି । ଜାହ୍ନବୀ ଏହି ଭିଡିଓରେ ଏକ ସୁଟ୍-ସାଲୱାରରେ ନଜର ଆସିଛନ୍ତି ।

ଧଡକ ଚଳଚ୍ଚିତ୍ରରେ ବଲିଉଡରେ ଡେବ୍ୟୁ କରିଥିବା ଜାହ୍ନବୀଙ୍କୁ ଶେଷ ଥର ପାଇଁ ଫିଲ୍ମ 'ଗୁଞ୍ଜନ ସକ୍ସେନା: ଦ କାର୍ଗିଲ ଗାର୍ଲ'ରେ ଦେଖିବାକୁ ମିଳିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.