ETV Bharat / sitara

ଟପଲେସ୍ ଅବତାରରେ ଜ୍ୟାକଲିନ, ଫଟୋ ଭାଇରାଲ - ଟପଲେସ୍ ଅବତାରରେ ଜ୍ୟାକଲିନ

ଭାଇରାଲ ହେଲା ଜ୍ୟାକଲିନଙ୍କ ନୂଆ ଫଟୋ । ଯାହାକୁ ଦେଖି ବାଃ ବାଃ କହିଲେ ଫ୍ୟାନ୍ସ । ଅଧିକ ପଢନ୍ତୁ...

Jacqueline Fernandez sets temperature soaring with topless pic
ଟପଲେସ୍ ଅବତାରରେ ଜ୍ୟାକଲିନ, ଫଟୋ ଭାଇରାଲ
author img

By

Published : Mar 13, 2021, 10:30 PM IST

ହାଇଦ୍ରାବାଦ: ଶ୍ରୀଲଙ୍କା ସୁନ୍ଦରୀ ତଥା ବଲିଉଡର ସେକ୍ସୀ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତାଙ୍କ ଫଟୋ, ୱାର୍କଆଉଟ ଭିଡିଓ ଦେଖିବାକୁ ବ୍ୟାକୁଳ ଫ୍ୟାନ୍ସ । ସେ ମଧ୍ୟ ଫ୍ୟାନ୍ସଙ୍କ ପାଇଁ ନିଜ ସେକ୍ସୀ ଅନ୍ଦାଜ ଦେଖାଇବାରେ କେବେ ହେଳା କରନ୍ତିନି । ଏବେ ଏମିତି ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । କାରଣ ଚହଳ ସୃଷ୍ଟି କରିଛି ତାଙ୍କ ଟପଲେସ ଅବତାର ।

ନିକଟରେ ଜ୍ୟାକଲିନ ଇନଷ୍ଟାଗ୍ରାମରେ ତାଙ୍କର ଏକ ଟପଲେସ ମନୋକ୍ରେମ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ଟପଲେସ ଅବତାରରେ ଏକ ବିଛଣାରେ ଶୋଇଥିବାର ନଜର ଆସିଛନ୍ତି । ଯାହାକୁ ଦେଖି ବାଃ ବାଃ କହିଲେ ଫ୍ୟାନ୍ସ ।

ଫଟୋର କ୍ୟାପସନ୍ ରେ ଜ୍ୟାକଲିନ ଲେଖିଛନ୍ତି, "ଭାଭା" ।

ପ୍ରକାଶ ଥାଉ ଯେ, ଆଗାମୀ ସମୟରେ ଜ୍ୟାକଲିନ ଚଳଚ୍ଚିତ୍ର ବଚ୍ଚନ ପାଣ୍ଡେ ରେ ନଜର ଆସିବେ । ଏଥିସହିତ ଜ୍ୟାକଲିନଙ୍କୁ ଫିଲ୍ମ କିକ -୨, ହରର କମେଡି ଫିଲ୍ମ ଭୂତ ପୋଲିସ ରେ ମଧ୍ୟ ଦେଖିବାକୁ ମିଳିବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.