ETV Bharat / sitara

65 ବର୍ଷରୁ ଉର୍ଦ୍ଧ୍ବ କଳାକାରଙ୍କୁ ସୁଟିଂ ବ୍ୟାନ, ରାଗିଲେ ଜ୍ୟାକି

author img

By

Published : Jul 18, 2020, 7:05 PM IST

ଚର୍ଚ୍ଚାରେ ଲୋକପ୍ରିୟ ଅଭିନେତା ଜ୍ୟାକି ଶ୍ରଫ। ସରକାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି ସେ। ଅଧିକା ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜ୍ୟାକି ଶ୍ରଫ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜ୍ୟାକି ଶ୍ରଫ

ମୁମ୍ବାଇ: କୋରୋନା ଭାଇରାସ ଓ ଲକଡାଉନ ପରେ ସବୁକିଛି ବଦଳିଯାଇଛି। ଧିରେ ଧିରେ ଫିଲ୍ମ ଇଣ୍ଡଷ୍ଟ୍ରି ଓ ଟିଭି ଇଣ୍ଡଷ୍ଟ୍ରିର କାମ ଆରମ୍ଭ ହୋଇଯାଇଛି। ହେଲେ ସବୁ ଜିନିଷ ପୂର୍ବ ପରି ଆଉ ନାହିଁ। ମହାରାଷ୍ଟ୍ର ସରକାର ମୁମ୍ବାଇରେ ଫିଲ୍ମ ସୁଟିଂ ପାଇଁ ଅନୁମତି ଦେଇସାରିଛନ୍ତି। କିନ୍ତୁ ଅନେକ ଗାଇଡଲାଇନ୍ସ ସହ। ସବୁଠାରୁ ବଡ ନିୟମ ହେଲା ଯେ ସେଟରେ ସୁଟିଂ ପାଇଁ 65 ବର୍ଷ ବୟସରୁ ଉର୍ଦ୍ଧ୍ବ କଳାକାରଙ୍କୁ ସାମିଲ କରାଯିବ ନାହିଁ।

ଏହି ନିୟମ ପାଇଁ ଅନେକ ସିନିୟର ଅଭିନେତା-ଅଭିନେତ୍ରୀ ସୁଟିଂ କରିପାରିବେ ନାହିଁ । ଯାହା ବିରୋଧରେ ସ୍ବର ଉଠାଇବା ଆରମ୍ଭ କରିଦେଇଛନ୍ତି ଅନେକ କଳାକାର। ଏବେ ସିନିୟର ଆକ୍ଟର ଜ୍ୟାକି ଶ୍ରଫ ଏହି ମାମଲାରେ ପ୍ରତିକ୍ରିୟା ରଖିଛନ୍ତି।

  • To make the senior citizens safe?65 cut off https://t.co/7WHLf0nVbH way!This rat trap like existence is negation of life.Unless an actor faces camera erosion multiplies.
    We will wither away because of seclusion,Never by doing what we love best.Let us WORK-Let us feel ALIVE

    — Kanwaljit Singh (@kukuhere) July 17, 2020 " class="align-text-top noRightClick twitterSection" data=" ">

ସେ ଟ୍ବିଟରରେ ଏକ କମେଣ୍ଟର କରି କହିଥିଲେ ଯେ, ‘ଏମିତି କୌଣସି କଟଅଫ ହେବା କଥା ନୁହେଁ। ସିଧା କଥା।’

ପ୍ରକାଶ ଥାଉକି ଜ୍ୟାକିଙ୍କ ପୂର୍ବରୁ ଫେମସ ଅଭିନେତା ରଜା ମୁରାଦ କହିଥିଲେ, ‘ସରକାରଙ୍କ ଏହି ନିଷ୍ପତ୍ତି ଠିକ୍ ନୁହେଁ। ଯାହା ଆଦୌ ଲଜିକାଲ ନୁହେଁ। ଆପଣ ଭାବନ୍ତୁ ଫିଲ୍ମରେ ହିରୋର ପିତା ପାଇଁ ମେକର୍ସ ମାଷ୍ଟର ରାଜୁ କିମ୍ବା ଜୁଗଲ ହଂସରାଜଙ୍କୁ କରିପାରିବେ ନାହିଁ। ଏହି ରୋଲ ପାଇଁ ସବୁବେଳେ ସିନିୟର ଆକ୍ଟରଙ୍କ ଆବଶ୍ୟକ ଅଛି ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.