ETV Bharat / sitara

‘ଖାଲିପିଲି’ ର ପ୍ରଥମ ରୋମାଣ୍ଟିକ ଲୁକକୁ ସେୟାର କଲେ ଇଶାନ୍ - ରୋମାଣ୍ଟିକ ଲୁକକୁ ସେୟାର କଲେ ଇଶାନ୍

ଫ୍ୟାନ୍ସଙ୍କୁ ଦେଇଛନ୍ତି ନବବର୍ଷର ଉପହାର । ‘ଧଡକ’ ଫେମ୍ ଇଶାନ ଖଟ୍ଟର ନିଜ ଆଗାମୀ ଫିଲ୍ମ ‘ଖାଲିପିଲି’ ପ୍ରଥମ ଲୁକ୍ ସେୟାର କରିଛନ୍ତି।

Ishaan Khatter unveils Khaali Peeli first look
‘ଖାଲିପିଲି’ର ପ୍ରଥମ ରୋମାଣ୍ଟିକ ଲୁକ
author img

By

Published : Jan 1, 2020, 7:59 PM IST

ହାଇଦ୍ରାବାଦ: ‘ଧଡକ’ରୁ ଡେବ୍ୟୁ କରିଥିବା ଇଶାନ ଖଟ୍ଟର ନିଜ ଆଗାମୀ ଫିଲ୍ମ ‘ଖାଲିପିଲି’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ନବବର୍ଷରେ ଫ୍ୟାନ୍ସକୁ ଇଶାନ୍ ଭେଟି ଦେଇଛନ୍ତି ଉପହାର। ନିଜର ଆଗାମୀ ଫିଲ୍ମର ଲୁକକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଇଶାନ୍।

ଫଟୋରେ ଇଶାନ ଟ୍ୟାକ୍ସି ଡ୍ରାଇଭର ଲୁକରେ ନଜର ଆସିଥିବା ବେଳେ ଅନନ୍ୟା ପାଣ୍ଡେଙ୍କୁ ପୁରା ଦେଶୀ ଲୁକରେ ଦେଖିବାକୁ ମିଳିଛି । ଦୁହିଁଙ୍କୁ ଟ୍ୟାକ୍ସିରେ ବସିଥିବାର ଫଟୋରେ ଦେଖିବାକୁ ମିଳିଛି । ‘ଖାଲିପିଲି’ ଫିଲ୍ମରେ ପ୍ରଥମ କରି ନିର୍ଦ୍ଦେଶନା ଭାର ସମ୍ଭାଳିବେ ମକବୁଲ ଖାନ । ଇଶାନ ଓ ଅନନ୍ୟାଙ୍କ ଯୋଡି ପ୍ରଥମ କରି ପରଦାରେ ଦେଖିବାକୁ ମିଳିବ।

ଅନନ୍ୟା ଫିଲ୍ମକୁ ନେଇ ଖୁସି ଥିବାର ଜଣାଇଛନ୍ତି। ସେ ରୋମାଣ୍ଟିକ୍ ଫିଲ୍ମ କରିବାକୁ ଚାହୁଁଥିଲେ ଓ ଏହା ସମ୍ପୁର୍ଣ୍ଣ ରୋମାଣ୍ଟିକ ଫିଲ୍ମ ବୋଲି ସେ କହିଛନ୍ତି । ସମ୍ପୁର୍ଣ୍ଣ ଫିଲ୍ମ ରାତିରେ ହିଁ ସୁଟିଂ ହୋଇଛି । ଏହାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଅଲି ଆବାଜ ଜାଫର ଓ ଜି ଷ୍ଟୁଡିଓ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.