ETV Bharat / sitara

ବଲିଉଡରେ ଡେବ୍ୟୁ କରିବେ ଇରଫାନଙ୍କ ପୁଅ - irrfan-khan-son-babil-debut-film

ସ୍ବଗତ ଅଭିନେତା ଇରଫାନ ଖାନଙ୍କ ପୁଅ ବାବିଲ ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ଆରମ୍ଭ ପାଇଁ ପ୍ରସ୍ତୁତ ଅଛନ୍ତି । ଅଧିକ ପଢନ୍ତୁ...

irrfan-khan-son-babil-debut-film-qala-revealed-anushka-sharma-production-house-launching-him
ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ଇରଫାନଙ୍କ ପୁଅ ବାବିଲ
author img

By

Published : Apr 11, 2021, 8:24 PM IST

ନୂଆଦିଲ୍ଲୀ: ସ୍ବଗତ ଅଭିନେତା ଇରଫାନ ଖାନଙ୍କ ପୁଅ ବାବିଲ ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ଆରମ୍ଭ ପାଇଁ ପ୍ରସ୍ତୁତ ଅଛନ୍ତି । ଖବର ମୁତାବକ, ଅନୁଷ୍କା ଶର୍ମାଙ୍କ ପ୍ରଡକ୍ସନ୍ ହାଉସ୍ କ୍ଲିନସ୍ଲେଟ୍ ଫିଲ୍ମସ ତାଙ୍କୁ ଫିଲ୍ମ 'କାଲା' ମାଧ୍ୟମରେ ଲଞ୍ଚ କରିବେ । ବାବିଲ ଏହି ଫିଲ୍ମର ଟିଜର ମଧ୍ୟ ରିଲିଜ କରିଛନ୍ତି।

ଫିଲ୍ମରେ ବାବିଲଙ୍କ ସହ ତୃପ୍ତି ଡିମିରି ଏବଂ ସ୍ବସ୍ତିକା ମୁଖାର୍ଜୀ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ।

ଟିଜରକୁ ଦେଖି ଅନୁମାନ କରାଯାଇପାରେ ଯେ ଏହି ଫିଲ୍ମ କାଶ୍ମୀରରେ ସୁଟିଂ କରାଯାଉଛି।

ବାବିଲଙ୍କ ଏହି ଭିଡିଓରେ ପ୍ରଶଂସକଙ୍କ ସହ ସେଲିବ୍ରିଟିମାନେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି।

ପ୍ରକାଶ ଥାଉ କି, ଫିଲ୍ମ 'କାଲା' ର ନିର୍ଦ୍ଦେଶନା ଦେଇଛନ୍ତି ଅନଭିତା ଦତ୍ତ। ସେ କ୍ଲିନସ୍ଲେଟ୍ ଫିଲ୍ମସର ପୂର୍ବ ଚଳଚ୍ଚିତ୍ର 'ବୁଲବୁଲ୍'ର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.