ETV Bharat / sitara

ଫେରିଲେ ଇରଫାନ ଖାନ

ପପୁଲାର ଅଭିନେତା ଇରଫାନ ଖାନ ଦୀର୍ଘଦିନରୁ ନ୍ୟୁରୋଇଣ୍ଡୋକ୍ରାଇନ ଟ୍ୟୁମର ନାମକ ରୋଗରେ ଆକ୍ରାନ୍ତ ହୋଇ ଲଣ୍ଡନରେ ଚିକିତ୍ସା କରାଉଥିଲେ ।ଇରଫାନଙ୍କୁ ଟ୍ୟୁମର ହେବା ବିଷୟରେ ଶୁଣି ପୁରା ବି-ଟାଉନର ଷ୍ଟାର୍ସଙ୍କ ସହ ତାଙ୍କର ଅନେକ ଫ୍ୟାନ୍ସ ଚିନ୍ତାରେ ଥିଲେ । କିନ୍ତୁ ଏବେ ଇରଫାନଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବା ସହ ସେ ଚିକିତ୍ସା ପାଇଁ ଶେଷରେ ଫେରିଛନ୍ତି ଭାରତ ।

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ
author img

By

Published : Feb 13, 2019, 9:40 PM IST

ମୁମ୍ବାଇ: ପପୁଲାର ଅଭିନେତା ଇରଫାନ ଖାନ ଦୀର୍ଘଦିନରୁ ନ୍ୟୁରୋଇଣ୍ଡୋକ୍ରାଇନ ଟ୍ୟୁମର ନାମକ ରୋଗରେ ଆକ୍ରାନ୍ତ ହୋଇ ଲଣ୍ଡନରେ ଚିକିତ୍ସା କରାଉଥିଲେ ।ଇରଫାନଙ୍କୁ ଟ୍ୟୁମର ହେବା ବିଷୟରେ ଶୁଣି ପୁରା ବି-ଟାଉନର ଷ୍ଟାର୍ସଙ୍କ ସହ ତାଙ୍କର ଅନେକ ଫ୍ୟାନ୍ସ ଚିନ୍ତାରେ ଥିଲେ । କିନ୍ତୁ ଏବେ ଇରଫାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବା ସହ ସେ ଚିକିତ୍ସା ପାଇଁ ଶେଷରେ ଫେରିଛନ୍ତି ଭାରତ ।

ତେବେ ଇରଫାନଙ୍କ ଭାରତ ଫେରିବା ଖବର ଶୁଣି ସମସ୍ତେ କହୁଛନ୍ତି ଯେ ସେ କାଳେ ଫେବୃୟାରୀ 22ରୁ ତାଙ୍କ ଆଗାମୀ ଫିଲ୍ମ 'ହିନ୍ଦୀ ମିଡିୟମ'ସିକ୍ୱେଲର ସୁଟିଂ କରିବେ । କିନ୍ତୁ ବିଶେଷ ସୁତ୍ରରୁ ପ୍ରକାଶ ଯେ, 'ଇରଫାନ ଭାରତ ଫେରିଛନ୍ତି ସତ କିନ୍ତୁ ଫିଲ୍ମର ସୁଟିଂ ପାଇଁ ନୁହେଁ । ଫିଲ୍ମର ସୁଟିଂ ହେବ, କିନ୍ତୁ କେବେ ଆରମ୍ଭ ହେବ ଏନେଇ କୌଣସି ସୂଚନା ମିଳିପାରିନାହିଁ ।'

ପ୍ରକାଶ ଥାଉକି, ଗତବର୍ଷ ମାର୍ଚ୍ଚରେ ଇରଫାନ ନ୍ୟୁରୋଇଣ୍ଡୋକ୍ରାଇନ ଟ୍ୟୁମରରେ ପିଡୀତ ବୋଲି ସୋସିଆଲ ମିଡିଆରେ ଘୋଷଣା କରି ଚିକିତ୍ସା ପାଇଁ ଲଣ୍ଡନ ଚାଲିଯାଇଥିଲେ । ଦେଖାଯାଉ ଇରଫାନ ସମ୍ପୂର୍ଣ୍ଣ ଭାବରେ କେବେ ସୁସ୍ଥ ହେଉଛନ୍ତି ଓ ସୁଟିଂ ଆରମ୍ଭ କରୁଛନ୍ତି ।

Intro:Body:

ମୁମ୍ବାଇ: ପପୁଲାର ଅଭିନେତା ଇରଫାନ ଖାନ ଦୀର୍ଘଦିନରୁ ନ୍ୟୁରୋଇଣ୍ଡୋକ୍ରାଇନ ଟ୍ୟୁମର ନାମକ ରୋଗରେ ଆକ୍ରାନ୍ତ ହୋଇ ଲଣ୍ଡନରେ ଚିକିତ୍ସା କରାଉଥିଲେ ।ଇରଫାନଙ୍କୁ  ଟ୍ୟୁମର ହେବା ବିଷୟରେ ଶୁଣି ପୁରା ବି-ଟାଉନର ଷ୍ଟାର୍ସଙ୍କ ସହ ତାଙ୍କର ଅନେକ ଫ୍ୟାନ୍ସ ଚିନ୍ତାରେ ଥିଲେ । କିନ୍ତୁ ଏବେ ଇରଫାନଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବା ସହ ସେ ଚିକିତ୍ସା ପାଇଁ ଶେଷରେ ଫେରିଛନ୍ତି ଭାରତ ।

ତେବେ ଇରଫାନଙ୍କ ଭାରତ ଫେରିବା ଖବର ଶୁଣି ସମସ୍ତେ କହୁଛନ୍ତି ଯେ ସେ କାଳେ ଫେବୃୟାରୀ 22ରୁ ତାଙ୍କ ଆଗାମୀ ଫିଲ୍ମ 'ହିନ୍ଦୀ ମିଡିୟମ'ସିକ୍ବେଲର ସୁଟିଂ କରିବେ । କିନ୍ତୁ ବିଶେଷ ସୁତ୍ରରୁ ପ୍ରକାଶ ଯେ, 'ଇରଫାନ ଭାରତ ଫେରିଛନ୍ତି ସତ କିନ୍ତୁ ଫିଲ୍ମର ସୁଟିଂ ପାଇଁ ନୁହେଁ । ଫିଲ୍ମର ସୁଟିଂ ହେବ, କିନ୍ତୁ କେବେ ଆରମ୍ଭ ହେବ ଏନେଇ କୌଣସି ସୂଚନା ମିଳିପାରିନାହିଁ ।'

ପ୍ରକାଶ ଥାଉକି, ଗତବର୍ଷ ମାର୍ଚ୍ଚରେ ଇରଫାନ ନ୍ୟୁରୋଇଣ୍ଡୋକ୍ରାଇନ ଟ୍ୟୁମରରେ ପିଡୀତ ବୋଲି ସୋସିଆଲ ମିଡିଆରେ ଘୋଷଣା କରି ଚିକିତ୍ସା ପାଇଁ ଲଣ୍ଡନ ଚାଲିଯାଇଥିଲେ । ଦେଖାଯାଉ ଇରଫାନ ସମ୍ପୂର୍ଣ୍ଣ ଭାବରେ କେବେ ସୁସ୍ଥ ହେଉଛନ୍ତି ଓ ସୁଟିଂ ଆରମ୍ଭ କରୁଛନ୍ତି ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.