ETV Bharat / sitara

ଦୁବାଇରେ ରିଲିଜ ହେବନି 'ଇଣ୍ଡିଆଜ ମୋଷ୍ଟ ୱାଣ୍ଟେଡ' - dubai

UAE ସେନ୍ସର ବୋର୍ଡ ଅର୍ଜୁନ କପୁରଙ୍କ ଚର୍ଚ୍ଚିତ ଫିଲ୍ମ 'ଇଣ୍ଡିଆଜ ମୋଷ୍ଟ ୱାଣ୍ଟେଡ' ଫିଲ୍ମକୁ ଦୁବାଇରେ ରିଲିଜ ନ କରିବାର ନିଷ୍ପତ୍ତି ନେଇଛି । କାରଣ ଫିଲ୍ମରେ ଗୋଟିଏ ଆପତ୍ତିଜନକ ଡାଇଲଗ ଅଛି । ଯାହା ଉପରେ UAE ସେନ୍ସର ବୋର୍ଡ ଆପତ୍ତି ପ୍ରକାଶ କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଅର୍ଜୁନ କପୁର
author img

By

Published : May 22, 2019, 11:22 PM IST

ମୁମ୍ବାଇ: ଅଭିନେତା ଅର୍ଜୁନ କପୁରଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ 'ଇଣ୍ଡିଆଜ ମୋଷ୍ଟ ୱାଣ୍ଟେଡ' ଏହି ଶୁକ୍ରବାର ରିଲିଜ ହେବାକୁ ଯାଉଛି । ଫିଲ୍ମରେ ଅର୍ଜୁନଙ୍କ ଭିନ୍ନ ଅବତାର ଦେଖିବାକୁ ମିଳିବ । କିନ୍ତୁ ଅର୍ଜୁନଙ୍କ ଦୁବାଇ ଫ୍ୟାନ୍ସଙ୍କ ପାଇଁ ନୈରାଶଜନକ ଖବର ସାମ୍ନାକୁ ଆସିଛି । କାରଣ ଦୁବାଇରେ ଏହି ଫିଲ୍ମର ରିଲିଜ ଉପରେ ବ୍ୟାନ ଲଗାଯାଇଛି ।

କଥାଟି ହେଲା କି ଫିଲ୍ମରେ ଦୁବାଇକୁ ନେଇ ଆପତ୍ତିଜନକ ଡାଇଲଗର ବ୍ୟବହାର କରାଯାଇଛି । ଫିଲ୍ମରେ ଗୋଟିଏ ଡାଇଗଲରେ ଶୁଣିବାକୁ ମିଳିଛି ଯେ ଦୁବାଇ ଆତଙ୍କବାଦୀର ଗଡ ବୋଲି । ଅଧିକାଂଶ ଆତଙ୍କବାଦୀ ପାକିସ୍ତାନ କିମ୍ବା ଦୁବାଇରେ ଅଛନ୍ତି । ଯାହାକୁ ନେଇ ଆପତ୍ତି କରିଛି UAE ସେନ୍ସର ବୋର୍ଡ । ତେଣୁ ଫିଲ୍ମର ରିଲିଜ ଉପରେ ରୋକ ଲଗାଇଛି ସେନ୍ସର ବୋର୍ଡ ।

ଫିଲ୍ମ ଦୁବାଇରେ ରିଲିଜ ବ୍ୟାନ କଥା ଫିଲ୍ମ ମେକର୍ସ ଏକ ସାକ୍ଷାତକାରରେ କହିଥିଲେ । ନିର୍ଦ୍ଦେଶକ କହିଥିଲେ କି କିଛି ସମସ୍ୟା ପାଇଁ ଦୁବାଇରେ ଫିଲ୍ମର ରିଲିଜ ଉପରେ ରୋକ ଲଗାଯାଇଛି ।

ବାସ୍ତବ ତଥ୍ୟ ଉପରେ ଫିଲ୍ମ ତିଆରି ହୋଇଛି । ସେହି ଡାଇଲଗ ଫିଲ୍ମରୁ ହଟାଯିବ ନାହିଁ । ତେବେ ଫିଲ୍ମ ଦୁବାଇରେ ରିଲିଜ ହେଉ କିମ୍ବା ନ ହେଉ ବୋଲି କହିଛନ୍ତି ମେକର୍ସ ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.