ମୁମ୍ବାଇ: ଶେଷ ହେଉନି ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ଦିଲୱାଲେ ଦୁଲହନିଆ ଲେ ଜାଏଙ୍ଗେ’ର ଚର୍ଚ୍ଚା । ନିକଟରେ ଫିଲ୍ମ ରିଲିଜକୁ 25 ବର୍ଷ ପୂରଣ ହୋଇଛି । ଯାହାର ସେଲିବ୍ରେଶନ ଏଯାବତ ଚାଲିଛି । ଫିଲ୍ମକୁ ନେଇ ବର୍ତ୍ତମାନ ଏପରି ମହଲ ସୃଷ୍ଟି ହୋଇଛି ଯେମିତି ଏବର୍ଷ ରିଲିଜ ହୋଇଛି ଫିଲ୍ମ । 25 ବର୍ଷ ପରେ ମଧ୍ୟ ଫିଲ୍ମ ପାଇଁ ଦର୍ଶକଙ୍କ ମଧ୍ୟରେ କ୍ରେଜ୍ ଦେଖିବାକୁ ମିଳୁଛି । ଖାଲି ଏତିକି ନୁହେଁ ‘ଡିଡିଏଲଜେ’ର ଯାଦୁ ପୁରା ବିଶ୍ବରେ ଏବେ ରହିଛି । ଯାହା ପାଇଁ ପୁଣି ରିଲିଜ ହେବ ଫିଲ୍ମ ।
-
#DDLJ BACK IN CINEMAS... #DDLJ - starring #SRK and #Kajol - to re-release in *cinemas* in #USA, #Canada, #UK, #UAE, #SaudiArabia, #Qatar, #Mauritius, #SouthAfrica, #Australia, #NZ, #Fiji, #Germany, #Norway, #Sweden, #Spain, #Switzerland, #Estonia and #Finland. #DDLJ25 pic.twitter.com/aDwTY9UHIi
— taran adarsh (@taran_adarsh) October 22, 2020 " class="align-text-top noRightClick twitterSection" data="
">#DDLJ BACK IN CINEMAS... #DDLJ - starring #SRK and #Kajol - to re-release in *cinemas* in #USA, #Canada, #UK, #UAE, #SaudiArabia, #Qatar, #Mauritius, #SouthAfrica, #Australia, #NZ, #Fiji, #Germany, #Norway, #Sweden, #Spain, #Switzerland, #Estonia and #Finland. #DDLJ25 pic.twitter.com/aDwTY9UHIi
— taran adarsh (@taran_adarsh) October 22, 2020#DDLJ BACK IN CINEMAS... #DDLJ - starring #SRK and #Kajol - to re-release in *cinemas* in #USA, #Canada, #UK, #UAE, #SaudiArabia, #Qatar, #Mauritius, #SouthAfrica, #Australia, #NZ, #Fiji, #Germany, #Norway, #Sweden, #Spain, #Switzerland, #Estonia and #Finland. #DDLJ25 pic.twitter.com/aDwTY9UHIi
— taran adarsh (@taran_adarsh) October 22, 2020
କଥାଟି ହେଲା ଯେ ସୁପରଷ୍ଟାର ଶାହରୁଖ ଖାନ ଓ କାଜଲଙ୍କ ଏହି ବ୍ଲକବଷ୍ଟର ଫିଲ୍ମକୁ 18ଟି ଦେଶରେ ପୁନଃ ରିଲିଜ କରାଯିବ । ଯାହାର ସୂଚନା ଟ୍ବିଟରରେ ଦେଇଛନ୍ତି ଫେମସ ଫିଲ୍ମ କ୍ରିଟିକ ତରଣ ଆଦର୍ଶ ।
ଆମେରିକା, ୟୁକେ, ୟୁଏଇ, ସାଉଦି ଆରବ, କତାର, ମରିସିୟସ, ସାଉଥ ଆଫ୍ରିକା, ନ୍ୟୁଜଲ୍ୟାଣ୍ଡ, ଫିଜି, ଜର୍ମାନୀ, ନରୱେ, ସ୍ବଡେନ, ସ୍ପେନ, ସ୍ବିଜରଲ୍ୟାଣ୍ଡ, ଇଷ୍ଟୋନିଆ ଏବଂ ଫିନଲ୍ୟାଣ୍ଡ ଭଳି ଦେଶରେ ରିଲିଜ ହେବ ଫିଲ୍ମ। ଏହା ଦେଖି ଲାଗୁଛି ଯେ ‘ଡିଡିଏଲଜେ’ର କ୍ରେଜ୍ କେବଳ ଭାରତରେ ସୀମିତ ନୁହେଁ, ଏହି ଫିଲ୍ମଟି ବିଶ୍ବର ହୃଦୟ ଜିତିଛି।