ETV Bharat / sitara

'ଯଦି ଆମେ ସୁଶାନ୍ତଙ୍କ ମୃତ୍ୟୁରେ ଦୁଃଖି ନୁହେଁ, ତେବେ ଆମେ ମଣିଷ ନୁହେଁ’ - 'ଯଦି ଆପଣ ସୁଶାନ୍ତଙ୍କ ମୃତ୍ୟୁରେ ଦୁଃଖି ନୁହେଁ

ସୁଶାନ୍ତଙ୍କ ମୃତ୍ୟୁର 5 ମାସ ପରେ ପୁଣି ଥରେ ତାଙ୍କ କୋ-ଷ୍ଟାର ଅମିତ ଅଭିନେତାକୁ ମନେପକାଇ ଇମୋସନାଲ ହୋଇଛନ୍ତି । ଅଧିକ ପଢନ୍ତୁ...

if-we-are-not-affected-by-sushant-singh-rajput-death-we-are-not-human-beings
'ଯଦି ଆପଣ ସୁଶାନ୍ତଙ୍କ ମୃତ୍ୟୁରେ ଦୁଃଖି ନୁହେଁ, ତେବେ ଆପଣ ମଣିଷ ନୁହଁନ୍ତି'
author img

By

Published : Nov 17, 2020, 7:02 PM IST

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତର 5 ମାସରୁ ଅଧିକ ସମୟ ବିତିଗଲାଣି କିନ୍ତୁ ତାଙ୍କ ପରିବାର, ପ୍ରଶଂସକ ଏବଂ ବନ୍ଧୁମାନେ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ପାଇଁ ନ୍ୟାୟ ଦାବି କରୁଛନ୍ତି ।

ଫିଲ୍ମ ‘କାଇ ପୋ ଚେ’ ରେ ସୁଶାନ୍ତଙ୍କ କୋ-ଷ୍ଟାର ଅମିତ ସାଧ ପୁଣି ଥରେ ତାଙ୍କ କୋ-ଷ୍ଟାର ଅମିତ ଅଭିନେତାକୁ ମନେପକାଇ ଇମୋସନାଲ ହୋଇଛନ୍ତି ।

ଅମିତ ପୁଣି ଥରେ ସୁଶାନ୍ତଙ୍କୁ ମନେପକାଇ ଭାବପ୍ରବଣ ହୋଇ କହିଛନ୍ତି, ‘ନିକଟରେ କୁଲୁରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ସମୟରେ ମୋର ବୋର୍ଡିଂ ପାସ୍ ସିକ୍ବେନ୍ସ ନଂ ଥିଲା ଏସଏସଆର୍ ଏବଂ ଏହା ମତେ ଅନୁଭବ କରାଇଥିଲା ​​ଯେ ସୁଶାନ୍ତ ମୋ ଚାରିପାଖରେ ଅଛନ୍ତି । ସୁଶାନ୍ତଙ୍କ ଆକସ୍ମିକ ମୃତ୍ୟୁରେ ବଲିଉଡ ସହ ମତେ ମଧ୍ୟ ବଡ ଧକ୍କା ଲାଗିଛି । 'ଯଦି ଆପଣ ସୁଶାନ୍ତଙ୍କ ମୃତ୍ୟୁରେ ଦୁଃଖି ନୁହେଁ, ତେବେ ଆପଣ ମଣିଷ ନୁହଁନ୍ତି' ।

ପ୍ରକାଶ ଥାଉ କି, ଫିଲ୍ମ‘କାଇ ପୋ ଚେ’ 2013 ରେ ମୁକ୍ତିଲାଭ କରିଥିଲା । ​​ଯାହାକି ଅଭିଷେକ କପୁରଙ୍କ ଦ୍ବାରା ନିର୍ଦ୍ଦେଶିତ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.