ETV Bharat / sitara

ଦୁଇ ବର୍ଷରେ ହିଚକୀ, ମନ କଥା ବଖାଣିଲେ ରାନୀ - ରାନୀ ମୁଖାର୍ଜୀଙ୍କ ଚର୍ଚ୍ଚିତ ଫିଲ୍ମ ‘ହିଚକୀ’

2018 ମାର୍ଚ୍ଚ 23ରେ ରିଲିଜ ହୋଇଥିଲା ରାନୀ ମୁଖାର୍ଜୀଙ୍କ ଅଭିନୀତ ଫିଲ୍ମ ‘ହିଚକୀ’। ଯାହା ବିଶ୍ବସ୍ତରରେ ବେଶ ପ୍ରଶଂସା ସାଉଁଟିଥିଲା ।

rani mukerji
ଡିଜାଇନ ଫଟୋ
author img

By

Published : Mar 24, 2020, 9:06 AM IST

ମୁମ୍ବାଇ: ରାନୀ ମୁଖାର୍ଜୀଙ୍କ ଚର୍ଚ୍ଚିତ ଫିଲ୍ମ ‘ହିଚକୀ’ ରିଲିଜକୁ ଦୁଇ ବର୍ଷ ପୂରଣ ହୋଇଛି। ଏହି ଫିଲ୍ମ ଜରିଆରେ ରାନୀ ଦୀର୍ଘ ସମୟ ପରେ ପରଦାକୁ ଫେରିଥିଲେ। ଫିଲ୍ମଟି ହିଟ୍ ହେବା ସହ ତାଙ୍କ ଅଭିନୟର ପ୍ରଶଂସା ଦର୍ଶକଙ୍କଠୁ ନେଇ କ୍ରିଟିକ୍ସ କରିଥିଲେ। ଦୁଇ ବର୍ଷ ପୂରଣ ଅବସରରେ ଫିଲ୍ମକୁ ନେଇ ନିଜ ଅନୁଭୂତି ସେୟାର କରିଛନ୍ତି ରାନୀ।

ସେ କହିଛନ୍ତି ଯେ ‘ହିଚକୀ’ ଫିଲ୍ମଟି ତାଙ୍କ ପାଇଁ ବହୁତ ଖାସ୍ ଥିଲା । ଫିଲ୍ମ ସହ ସେ ଇଣ୍ଡଷ୍ଟ୍ରିରେ ଆଉ ଏକ ନୂଆ ଯାତ୍ରା ଆରମ୍ଭ କରିଥିଲେ। ‘ହିଚକୀ’ ଅନେକ ଋଢିବାଦୀ ଚିନ୍ତାଧାରାଙ୍କୁ ଭାଙ୍ଗିଛି। ସେ ମା' ହେବା ପରେ ଏହି ଫିଲ୍ମରେ ଅଭିନୟ କରିଥିଲେ। ଏହା ଏକ ଏମିତି ଫିଲ୍ମ ଥିଲା ଯାହା ବିଶ୍ବସ୍ତରରେ ମଧ୍ୟ ସଫଳତା ହାସିଲ କରିଥିଲା। ବିଶେଷ କରି ଚୀନ ଭଳି ଦେଶରେ ଫିଲ୍ମକୁ ରିଲିଜ କରାଯାଇଥିଲା । ଆଉ ସେଠାରେ ଫିଲ୍ମଟି ବ୍ଲକବଷ୍ଟର ମଧ୍ୟ ସାବ୍ୟସ୍ତ ହୋଇଥିଲା। ହୃଦୟ ଛୁଇଁଲା ଭଳି ମାନବୀୟ କାହାଣୀ ରୂପେ ଫିଲ୍ମକୁ ସ୍ବୀକାର କରାଯାଇଥିଲା। ଏଥିରୁ ହିଁ ଜଣା ପଡିଯାଉଛି ଯେ ଫିଲ୍ମ କେତେ ଖାସ୍ ବୋଲି।

ପ୍ରକାଶ ଥାଉକି ଫିଲ୍ମରେ ରାନୀ ଜଣେ ସ୍କୁଲ ଶିକ୍ଷୟତ୍ରୀ ରୂପେ ଅଭିନୟ କରୁଥିଲେ। ଯିଏ ଟରେଣ୍ଟ ସିଣ୍ଡ୍ରୋମ ରୋଗରେ ଆକ୍ରାନ୍ତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.