ETV Bharat / sitara

ୱେବ ସିରିଜରେ ଜଲୱା ଦେଖାଇବେ ହୁମା

ଡିଜିଟାଲ ଦୁନିଆରେ ଖୁବଶୀଘ୍ର ନଜର ଆସିବେ ପପୁଲାର ଅଭିନେତ୍ରୀ ହୁମା ଖୁରେସୀ । ସେ ନେଟଫ୍ଲିକ୍ସର ଆଗାମୀ ସିରିଜ 'ଲୀଲା'ରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

author img

By

Published : May 13, 2019, 10:59 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ହୁମା ଖୁରେସୀ

ନୂଆଦିଲ୍ଲୀ: 'ଗ୍ୟାଙ୍ଗ ଅଫ ୱାସେପୁର' ଅଭିନେତ୍ରୀ ହୁମା କୁରେସି ଖୁବ୍ ଶୀଘ୍ର ଡିଜିଟାଲ ଦୁନିଆରେ ପଦାର୍ପଣ କରିବାକୁ ଯାଉଛନ୍ତି । ସେ ନେଟଫ୍ଲିକ୍ସର ଅପକମିଂ ସିରିଜ 'ଲୀଲା'ରେ ନଜର ଆସିବେ ।

ଏହି ଅବସରରେ ସେ ନିଜ ଟ୍ବିଟର ଆଉକାଣ୍ଟରେ ନିଜର ଇଣ୍ଟେନସ୍ ଲୁକ ପୋଷ୍ଟର ସେୟାର କରି କ୍ୟାପସନରେ ଲେଖିଛନ୍ତି, "Will you join me?#Leila, coming soon." ପୋଷ୍ଟରରେ ଦେଖିବାକୁ ମିଳୁଛି ହୁମାଙ୍କ ଆଖିରେ କପଡା ବନ୍ଧା ହୋଇଛି।

ସିରିଜର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ଦୀପା ମେହତା, ଶଙ୍କର ରମନ ଓ ପୱାନ କୁମାର । ଜୁନ 14ରୁ ଏହି ସିରିଜିଟି ଅନ ଏୟାର ହେବ ।

ସାମ୍ବାଦିକ ପ୍ରୟାଗ ଆକବରଙ୍କ ବହି 'ଲୀଲା'ର କାହାଣୀ ଉପରେ ଆଧାରିତ ୱେବ ସିରିଜ 'ଲୀଲା' ତିଆରି କରାଯାଇଛି । ଯାହାର କାହାଣୀରେ ଦେଖିବାକୁ ମିଳିବ ଯେ ହଜିଥିବା ଝିଅକୁ ଖୋଜିବାରେ ଜଣେ ମା' ନିଜ ଜୀବନକୁ ବାଜିରେ ଲଗାଇ ଦେଇଛନ୍ତି ।

ଏହା ପୂର୍ବରୁ ନେଟଫ୍ଲିକ୍ସରେ ଶାନଦାର ସିରିଜ ଦେଖିବାକୁ ମିଳି ସାରିଛି । ଯାହା ଦର୍ଶକଙ୍କୁ ଖୁବ୍ ମନୋରଞ୍ଜନ କରିଥିଲା । ଏହି କ୍ରମରେ 'ସେକ୍ରେଡ ଗେମ୍ସ', 'ଟାଇପ ରାଇଟର', 'ବୁଲବୁଲ' ଏବଂ 'ଚପଷ୍ଟିକ୍ସ' ଭଳି ସିରିଜ ସାମିଲ ଅଛି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.