ମୁମ୍ବାଇ: ବଲିଉଡରେ ପରିବାରବାଦ ବିବାଦ ବଢିବାରେ ଲାଗିଛି । ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ଅନେକ ଲୋକ । ଯାହାକୁ କିଛି ସେଲିବ୍ରିଟି ମଧ୍ୟ ସମର୍ଥନ କରୁଥିବାର ଦେଖାଯାଉଛି । ସୁଶାନ୍ତଙ୍କ ମୃତ୍ୟୁରେ କ୍ରୋଧିତ ଥିବା ଫ୍ୟାନ୍ସଙ୍କ ରାଗର ଶିକାର ହୋଇଛନ୍ତି ଫିଲ୍ମ ନିର୍ମାତା କରନ ଜୋହର, ସଲମାନ ଖାନ, ସୋନମ କପୁର, ଓ ଆଲିୟା ଭଟ୍ଟ ଭଳି କଳାକାର । ସେହିପରି ଟ୍ରୋଲର୍ସଙ୍କୁ ଜବାବ ଦେବାକୁ ଯାଇ ସୋନମ ଫାଦର୍ସ ଡେରେ ପରିବାରବାଦକୁ ସ୍ବୀକାର କରିଥିଲେ ।
-
So, every individual who’s been denied d opportunity they deserved bcoz of #Privileges n #Nepotism deserved it for their ‘Karma’ in thr past life?
— ROCKY (@JJROCKXX) June 21, 2020 " class="align-text-top noRightClick twitterSection" data="
By that logic, I can’t begin to imagine ur next life @sonamakapoor !
Respectfully M’am, I expected better frm U given ur fathers BG https://t.co/KBJfRjXc9T
">So, every individual who’s been denied d opportunity they deserved bcoz of #Privileges n #Nepotism deserved it for their ‘Karma’ in thr past life?
— ROCKY (@JJROCKXX) June 21, 2020
By that logic, I can’t begin to imagine ur next life @sonamakapoor !
Respectfully M’am, I expected better frm U given ur fathers BG https://t.co/KBJfRjXc9TSo, every individual who’s been denied d opportunity they deserved bcoz of #Privileges n #Nepotism deserved it for their ‘Karma’ in thr past life?
— ROCKY (@JJROCKXX) June 21, 2020
By that logic, I can’t begin to imagine ur next life @sonamakapoor !
Respectfully M’am, I expected better frm U given ur fathers BG https://t.co/KBJfRjXc9T
ଆଉ କହିଥିଲେ ଆଜି ସେ ବଲିଉଡରେ ନିଜ ପିତାଙ୍କ ପାଇଁ ଅଛନ୍ତି । ଇତିମଧ୍ୟରେ ତାଙ୍କ ବିରୋଧରେ ମଇଦାନକୁ ଓହ୍ଲାଇଛନ୍ତି ଲୋକପ୍ରିୟ ଅଭିନେତ୍ରୀ ହିନା ଖାନଙ୍କ ବୟଫ୍ରେଣ୍ଡ ରକି ଜୟସୱାଲ ।
ସୋନମଙ୍କ ସେହି ପୋଷ୍ଟକୁ ଆଧାର କରି ତାଙ୍କୁ କଡା ଜବାବ ଦେଇଛନ୍ତି ରକି । ସେ ଟ୍ବିଟ କରି ଲେଖିଛନ୍ତି, ‘ତାହାଲେ କଣ ଯେଉଁମାନଙ୍କୁ ଅବସର ମିଳୁନାହିଁ କେବଳ ଏଥି ନିମନ୍ତେ । ତେବେ ଧନୀ, ପରିବାରବାଦି ପୂର୍ବଜନ୍ମରେ କଣ ନିଜ କର୍ମ ପାଇଁ ଏହାର ଭାଗିଦାର । ଏମିତିରେ ମୁଁ ଆପଣଙ୍କ ଆଗାମୀ ଜନ୍ମ ବିଷୟରେ ଭାବିପାରୁନାହିଁ । ପୁରା ସମ୍ମାନ ସହ ମ୍ୟାମ ମତେ ଆପଣଙ୍କଠୁ ଏହି ଆଶା ଥିଲା । ନୂତନ ଚିନ୍ତାଧାରା ବ୍ରହ୍ମାଣ୍ଡ ସନ୍ତୁଳନ ହେତୁ ଧନୀ ଏବଂ ଶକ୍ତିଶାଳୀ ବ୍ୟକ୍ତି ଗରିବ ଲୋକଙ୍କୁ ରାସ୍ତାରେ ଛାଡି ଦିଅନ୍ତି । ଏହି ଲୋକ କ୍ରୁରତାକୁ କର୍ମର ଭୁଲ ନାମ ଦିଅନ୍ତି । ଆପଣ ସତ ସ୍ବୀକାର କରିନେଇଛନ୍ତି । ଆପଣଙ୍କ ଭାବନାକୁ ସମ୍ମାନ ଦେଉଛି ।’