ETV Bharat / sitara

ରିଲିଜ ହେଲା ହିମେଶଙ୍କ ନୂଆ ଗୀତ ‘ତେରେ ବଗୈର’

author img

By

Published : Jun 23, 2021, 2:05 PM IST

ରିଲିଜ ହେଲା ହିମେଶଙ୍କ ନୂଆ ଗୀତ ‘ତେରେ ବଗୈର’ । ଗୀତ ଦୁନିଆରେ ଡେବ୍ୟୁ କଲେ ପୱନଦୀପ ରାଜନ ଓ ଅରୁଣିମା କାଞ୍ଜିୱାଲ । ଅଧିକ ପଢନ୍ତୁ...

ରିଲିଜ ହେଲା ହିମେଶଙ୍କ ନୂଆ ଗୀତ ‘ତେରେ ବଗୈର’,

ମୁମ୍ବାଇ: ‘ଇଣ୍ଡିଆନ ଆଇଡଲ 12’ର ଦୁଇ ଫେମସ ପ୍ରତିଯୋଗୀ ପୱନଦୀପ ରାଜନ ଓ ଅରୁଣିମା କାଞ୍ଜିୱାଲଙ୍କୁ ସଙ୍ଗୀତ ଦୁନିଆରେ ଲଞ୍ଚ କରାଇଲେ ସଙ୍ଗୀତକାର ହିମେଶ ରେଶମିୟା । ରିଲିଜ ହେଲା ତାଙ୍କ ନୂଆ ମ୍ୟୁଜିକ ଭିଡିଓ ‘ତେରେ ବଗୈର’ । ଯାହା ଫ୍ୟାନ୍ସଙ୍କ ମନ କିଣିବାରେ ଲାଗିଛି ।

  • " class="align-text-top noRightClick twitterSection" data="">

ସେହିପରି ହିମେଶଙ୍କ ମ୍ୟୁଜିକ ଆଲବମ 'Moods With Melodies'ର ଏହା ଦ୍ବିତୀୟ ଗୀତ । ଯାହାକୁ କମ୍ପୋଜ କରିଛନ୍ତି ସେ ନିଜେ। ଆଉ ଏହାର ଲିରିକ୍ସ ଲେଖିଛନ୍ତି ସମୀର ଅଞ୍ଜାନ ।

ଗୀତ ରିଲିଜ ହେବାର ସୂଚନା ଇନଷ୍ଟାଗ୍ରାମରେ ଫ୍ୟାନ୍ସଙ୍କୁ ଦେଇଛନ୍ତି ହିମେଶ । ପ୍ରକାଶ ଥାଉକି ଏହା ବ୍ୟତୀତ ହିମେଶଙ୍କ ଆଉ ଏକ ଆଲବମ ‘ସୁରୁର 2021’ର ପ୍ରଥମ ଗୀତ ନିକଟରେ ରିଲିଜ ହୋଇଥିଲା ।

ପ୍ରକାଶ ଥାଉକି ‘ଇଣ୍ଡିଆନ ଆଇଡଲ 12’ର ଫେମସ ପ୍ରତିଯୋଗୀ ପୱନଦୀପ ରାଜନ ଓ ଅରୁଣିତା କାଞ୍ଜିୱାଲ ନିଜ ଦମଦାର କଣ୍ଠ ଜରିଆରେ ଦର୍ଶକଙ୍କ ମନ କିଣିବାରେ ଲାଗିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.