ETV Bharat / sitara

ନୋଏଡାର 'ମାମୋଥ୍' ଫିଲ୍ମ ସିଟିର ଅଂଶ ହୋଇ ଖୁସି ହେମା ମାଲିନୀ

ୟୁପି ସିଏମ୍ ଯୋଗୀ ଆଦିତ୍ୟନାଥ ଗ୍ରେଟର ନୋଏଡାରେ ଏକ ଫିଲ୍ମ ସିଟିର ଘୋଷଣା କରିବା ପରେ ମଥୁରାର ଅଭିନେତ୍ରୀ ତଥା ସାଂସଦ ହେମା ମାଲିନୀ ଖୁସି ବ୍ୟକ୍ତ କରିଥିଲେ । ଖୁବ ଶୀଘ୍ର ମେଗା ପ୍ରୋଜେକ୍ଟର ଏକ ଅଂଶ ହୋଇଥିବାରୁ ଅଭିନେତ୍ରୀ ମଧ୍ୟ ଉତ୍ସାହିତ ଅଛନ୍ତି । ଅଧିକ ପଢନ୍ତୁ...

author img

By

Published : Sep 23, 2020, 10:37 PM IST

Hema Malini 'happy' to be part of 'mammoth' film city in Noida
ନୋଏଡାର 'ମାମୋଥ୍' ଫିଲ୍ମ ସିଟିର ଅଂଶ ହୋଇ ଖୁସି ହେମା ମଲିନୀ

ମୁମ୍ବାଇ: ୟୁପି ସିଏମ୍ ଯୋଗୀ ଆଦିତ୍ୟନାଥ ଗ୍ରେଟର ନୋଏଡାରେ ଏକ ଫିଲ୍ମ ସିଟିର ଘୋଷଣା କରିବା ପରେ ମଥୁରାର ଅଭିନେତ୍ରୀ ତଥା ସାଂସଦ ହେମା ମାଲିନୀ ଖୁସି ବ୍ୟକ୍ତ କରିଥିଲେ । ଖୁବ ଶୀଘ୍ର ମେଗା ପ୍ରୋଜେକ୍ଟର ଏକ ଅଂଶ ହୋଇଥିବାରୁ ଅଭିନେତ୍ରୀ ମଧ୍ୟ ଉତ୍ସାହିତ ଅଛନ୍ତି ।

  • Being frm films, it was my dream & desire to make Mathura a vibrant place with a beautiful film city which would also make for plenty of job opportunities. The project as envisaged by Yogi ji can still benefit Mathura also as it will be close enuf to give employment to many.

    — Hema Malini (@dreamgirlhema) September 23, 2020 " class="align-text-top noRightClick twitterSection" data=" ">

ବୁଧବାର ହେମା ଟ୍ବିଟରରେ ଲେଖିଛନ୍ତି, "ପ୍ରାରମ୍ଭରେ, ଗ୍ରେଟର ନୋଏଡା ସେକ୍ଟରରେ 1000 ଏକରରେ ଏକ ଫିଲ୍ମ ସିଟି ନିର୍ମାଣର ଏକ ବୃହତ୍ ପ୍ରୋଜେକ୍ଟ ଘୋଷଣା କରିଥିବାରୁ ଯୋଗୀ ଜୀ ଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ମୁଁ ଚଳଚ୍ଚିତ୍ର ଇଣ୍ତଷ୍ଟ୍ର୍ରିରୁ ହୋଇଥିବାରୁ ମଥୁରାଙ୍କୁ ଏକ ସୁନ୍ଦର ଫିଲ୍ମ ସିଟି ସହିତ ଏକ ଜୀବନ୍ତ ସ୍ଥାନ କରିବା ମୋର ସ୍ବପ୍ନ ଏବଂ ଇଚ୍ଛା ଥିଲା । ଯାହା ଅନେକ ଲୋଙ୍କୁ ଚାକିରିର ସୁଯୋଗ ମଧ୍ୟ ଦେବ । ଯୋଗୀ ଜୀ ଙ୍କ ଦ୍ବାରା ଧାର୍ଯ୍ୟ ହୋଇଥିବା ଏହି ପ୍ରୋଜେକ୍ଟରେ ମୁଁ ବହୁତ ଖୁସି । ଖୁବ ଶୀଘ୍ର ଆରମ୍ଭ ହେବାକୁ ଥିବା ଏହି ମେଗା ପ୍ରୋଜେକ୍ଟର ମୁଁ ଏକ ଅଂଶ ହେବି"।

  • I am also very happy to note that I will be a part of this mega project that is soon to be launched by Yogi ji. With my background firmly rooted in the movie industry, I am sure I can be of help to him in taking this forward to its completion🙏

ଏହି ସପ୍ତାହ ପୂର୍ବରୁ ଚଳଚ୍ଚିତ୍ର ନିର୍ମାତା ମଧୁର ଭଣ୍ଡାରକର ସିଏମ ଯୋଗୀ ଆଦିତ୍ୟନାଥଙ୍କୁ ସରକାରୀ କାର୍ଯ୍ୟାଳୟରେ ଭେଟି ଫିଲ୍ମ ସିଟି ପ୍ରକଳ୍ପ ବିଷୟରେ ଆଲୋଚନା କରିଥିଲେ ।

  • At the outset I congratulate CM Yogi ji for announcing a mammoth project of building a Film city in 1000 acres in Gtr Noida sector 21. I had expressed my desire of constructing this in Mathura but in his vision, he has adopted the idea & turned it into a bigger & high end project

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.