ETV Bharat / sitara

ଥ୍ରିଲର ଡ୍ରାମା ଫିଲ୍ମ ‘ହସିନ ଦିଲରୁବା’ ଟ୍ରେଲର ରିଲିଜ

author img

By

Published : Jun 11, 2021, 12:49 PM IST

ଜୁଲାଇ 2 ତାରିଖରେ ରିଲିଜ ହେବାକୁ ପ୍ରସ୍ତୁତ ଆକ୍ସନ ଡ୍ରାମା ଫିଲ୍ମ ‘ହସିନ ଦିଲରୁବା’ । ଏବେ ରିଲିଜ ହୋଇଯାଇଛି ଫିଲ୍ମର ଟ୍ରେଲର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଚୁଲବୁଲି ଅଭିନେତ୍ରୀ ତାପସୀ ପନ୍ନୁ ବ୍ୟାକ ଟୁ ବ୍ୟାକ ଫିଲ୍ମ ନେଇ ପରଦାରେ ନଜର ଆସିବେ । ଏହି କ୍ରମରେ ସାମିଲ ଅଛି ତାଙ୍କ ‘ରଶ୍ମୀ ରକେଟ’, ‘ଲୁପ ଲପେଟା’, ‘ହସୀନ ଦିଲରୁବା’ ଭଳି ଫିଲ୍ମ । ଇତିମଧ୍ୟରେ ଦର୍ଶକଙ୍କ ଏକ୍ସାଇଟମେଣ୍ଟ ବଢାଇବା ପାଇଁ ‘ହସିନ ଦିଲରୁବା’ ଫିଲ୍ମର ଜବରଦସ୍ତ ଟ୍ରେଲର ।

  • " class="align-text-top noRightClick twitterSection" data="">

ଯେଉଁଥିରେ ଦେଖିବାକୁ ମିଳୁଛି ଜମେ ମହିଳାଙ୍କ କାହାଣୀ । ଯାହାଙ୍କ ଉପରେ ନିଜ ସ୍ବାମୀଙ୍କୁ ହତ୍ୟା କରି ଅଭିଯୋଗ ଲାଗିଛି । ଫିଲ୍ମର କାହାଣୀ ଆକ୍ସନ, ଥ୍ରିଲର ଡ୍ରାମାକୁ ନେଇ ଆଧାରିତ । ସେହିପରି ‘ହସିନ ଦିଲରୁବା’ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ଆସନ୍ତା ଜୁଲାଇ 2ରେ ଫିଲ୍ମ ରିଲିଜ ହେବାକୁ ଯାଉଛନ୍ତି ।

ପ୍ରକାଶ ଥାଉକି ତାପସୀଙ୍କ ସହ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତା ବିକ୍ରାନ୍ତ ମେସି ଓ ହର୍ଷବର୍ଦ୍ଧନ ରାଣେ। ଆସନ୍ତା ଜୁଲାଇ 2 ତାରିଖରେ ନେଟଫ୍ଲିକ୍ସରେ ରିଲିଜ ହେଉଛି ଫିଲ୍ମ ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.