ETV Bharat / sitara

ହାର୍ଡକୌରଙ୍କ ଟାର୍ଗେଟରେ ଯୋଗୀ-ଆରଏସଏସ - RSS

ବଲିଉଡ ସିଙ୍ଗର ବା ରାପରଙ୍କ ସୋସିଆଲ ମିଡିଆ ହମଲା । ହମଲା କରିଛନ୍ତି RSS ଓ ଯୋଗୀ ଆଦିତ୍ୟନାଥଙ୍କ ଉପରେ । ଆତଙ୍କ ପାଇଁ RSS ଦାୟୀ ଓ ଯୋଗୀଙ୍କୁ ରେପିଷ୍ଟ କହିଛନ୍ତି ରାପର ।

ଡିଜାଇନ ଫଟୋ
author img

By

Published : Jun 19, 2019, 3:45 PM IST

ହାଇଦ୍ରାବାଦ: ରାଷ୍ଟ୍ରୀୟ ସେବା ସଂଗଠନ(RSS)ର ମୁଖ୍ୟ ମୋହନ ଭାଗବତ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛନ୍ତି ବଲିଉଡ ସିଙ୍ଗର ତଥା ରାପର ହାର୍ଡକୌର । ସୋସିଆଲ ମିଡିଆରେ ନିଜ ଅଫିସିଆଲ ଆକାଉଣ୍ଟରୁ କରିଛନ୍ତି ପୋଷ୍ଟ । ତେବେ ଏଥିପାଇଁ ଟ୍ରୋଲର ଶିକାର ମଧ୍ୟ ହେଇଛନ୍ତି ହାର୍ଡକୌର ।

yogi adityanath
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/officialhardkaur

RSSର ମୁଖ୍ୟଙ୍କ ନାମରେ ଆପତ୍ତିଜନକ ଟିପ୍ପଣୀ ଦେବା ସହ ତାଙ୍କୁ ଜାତିବାଦୀ ବୋଲି ଦର୍ଶାଇଛନ୍ତି ହାର୍ଡକୌର । ଦେଶରେ ଯାହା ବି ଆତଙ୍କୀ ଆକ୍ରମଣ ହେଉଛି, ସେସବୁ ପାଇଁ RSSକୁ ଦାୟୀ କରିଛନ୍ତି ଏହି ରାପର । 26/11 ଆକ୍ରମଣଠୁ ଆରମ୍ଭ କରି ପୁଲୱାମା ପର୍ଯ୍ୟନ୍ତ ସବୁଥିରେ RSSର ହାତ ରହିଛି ବୋଲି ସେ ନିଜ ପୋଷ୍ଟ ମାଧ୍ୟମରେ କହିଛନ୍ତି ।

Mohan bhagvat

ଅନ୍ୟପକ୍ଷେ ଯୋଗୀ ଆଦିତ୍ୟନାଥଙ୍କୁ ରେପିଷ୍ଟ କହିବାକୁ ବି ପଛେଇ ନାହାଁନ୍ତି ଏହି ରାପର । ଗୌରୀ ଲଙ୍କେଶଙ୍କ ହତ୍ୟା ବିଷୟରେ ମଧ୍ୟ ଲେଖିଛନ୍ତି ହାର୍ଡକୌର । ପ୍ରକାଶଥାଉକି, ରାପର ହାର୍ଡକୌର ସବୁବେଳେ ନିଜ ବିବାଦୀୟ ପୋଷ୍ଟ ପାଇଁ ଚର୍ଚ୍ଚାରେ ଥାଆନ୍ତି । କିଛିଦିନ ତଳେ ଗୀତିକାର ସମୀର ଅଞ୍ଜାନଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.