ETV Bharat / sitara

ଇନଷ୍ଟାଗ୍ରାମରେ ଗୁରୁ ରନ୍ଧାୱାଙ୍କ ଫଲୋଅର୍ସ ସଂଖ୍ୟା ଛୁଇଁଲା 18 ମିଲିୟନ୍ - guru randhawa garners 18 million

ପଞ୍ଜାବୀ ଗାୟକ ଗୁରୁ ରନ୍ଧାୱା ତାଙ୍କ ଗୀତ ମାଧ୍ୟମରେ ସମସ୍ତ ପ୍ରଶଂସକମାନଙ୍କ ହୃଦୟ ଜିତିଛନ୍ତି । ବାସ୍ତବରେ ଇନଷ୍ଟାଗ୍ରାମରେ ଗୁରୁଙ୍କର ଫଲୋଅର୍ସ ସଂଖ୍ୟା 18 ମିଲିୟନ୍ ଛୁଇଁଛି । ଗୁରୁ ନିଜର ଏକ ଫଟୋ ସେୟାର କରି ଏହି ବିଷୟରେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

guru randhawa garners 18 million instagram followers
ଇନଷ୍ଟାଗ୍ରାମରେ ଗୁରୁ ରନ୍ଧାୱାଙ୍କ ଫଲୋଅର୍ସ ସଂଖ୍ୟା ଛୁଇଁଲା 18 ମିଲିୟନ୍
author img

By

Published : Jul 25, 2020, 4:03 PM IST

ମୁମ୍ବାଇ: ପଞ୍ଜାବୀ ଗାୟକ ଗୁରୁ ରନ୍ଧାୱାଙ୍କର ବର୍ତ୍ତମାନ ଇନଷ୍ଟାଗ୍ରାମରେ ଫଲୋଅର୍ସ ସଂଖ୍ୟା 18 ମିଲିୟନ୍ ଛୁଇଁଛି ।

ଗୁରୁ ଏକ ଭିଡିଓ ହୋଷ୍ଟିଂ ଆପରେ କଳା ସୁଟରେ ନିଜର ଏକ ଫଟୋ ସେୟାର କରିଛନ୍ତି ।

ଫଟୋର କ୍ୟାପସନ୍ ରେ ଗୁରୁ ଲେଖିଛନ୍ତି, ଇନଷ୍ଟାଗ୍ରାମରେ ମୋର ଫଲୋଅର୍ସ ସଂଖ୍ୟା 18 ମିଲିୟନ୍ ଛୁଇଁଛି । ଆପଣମାନଙ୍କ ଏତେ ସାରା ଭଲପାଇବା ଏବଂ ସମ୍ମାନ ଦେଇଥିବାରୁ ଧନ୍ୟବାଦ ।

ଫଟୋ ସେୟାର୍ ୱେବସାଇଟରେ ଗୁରୁଙ୍କ ପୋଷ୍ଟକୁ 682 ହଜାର ଲାଇକ୍ ମିଳିଛି ।

ଗୁରୁ 'ଲାହୋର', 'ପଟୋଲା', 'ହାଇ ରେଟେଡ୍ ଗବରୁ', 'ସୁଟ୍', 'ବନ୍ ଜା ମେରେ ରାନୀ', 'ଇଶାରା ତେରେ', 'ଫ୍ୟାଶନ୍', 'ଡାଉନ୍ ଟାଉନ୍' ଏବଂ 'ସ୍ଲୋଲି ସ୍ଲୋାଲି' ଗୀତ ପାଇଁ ଜଣାଶୁଣା ।

ଏହା ପୂର୍ବରୁ ଗୁରୁ ତାଙ୍କର ନୂଆ ଲୁକ୍ ର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ ।

ନିକଟରେ ଗୁରୁ ଷ୍ଟେଜକୁ ଫେରିଛନ୍ତି ।

ଷ୍ଟେଜ ଶୋ ବିଷୟରେ ଆଲୋଚନା କରି ଗୁରୁ କହିଥିଲେ, ମୁଁ ପାଖାପାଖି 3 ମାସ ପରେ ପରଫର୍ମ କଲି ଯାହା ଏକ ଭଲ ଅନୁଭୂତି ଥିଲା । କମ ଦର୍ଶକ ଥିଲେ ତଥାପି ସନ୍ଧ୍ୟା ମନୋରଞ୍ଜନଭରା ଥିଲା । ଆମେ ଏମିତି ଗୀତ ଗାଇଥିଲୁ ଯାହା ସାଧାରଣତଃ ଆମେ ନିଜ ଶୋରେ ଗାଇଥାଉ । ମୋ ପୁରା ଟିମ ମାସ୍କ ମଧ୍ୟ ପିନ୍ଧିଥିଲେ । କୋରୋନା ଭାଇରସ ପାଇଁ ଯାହା ଆବଶ୍ୟକ ଆମେ ସବୁ ଅନୁସରଣ କରିଥିଲୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.