ମୁମ୍ବାଇ: 'ଅଫସୋସ' ଅଭିନେତା ଗୁଲସନ ଦେବୈୟା କହିଛନ୍ତି, ବଲିଉଡ ଏକ ପରିବାର ନୁହେଁ, କେବଳ କାମ କରିବାର ସ୍ଥାନ, କାମ କରିବା ପାଇଁ ବଲିଉଡ ଏକ କାଳ୍ପନିକ ନାମ ।
ଗୁଲଶନ ଟ୍ୱିଟରେ କହିଛନ୍ତି, "ବଲିଉଡ ଏକ ପରିବାର ନୁହେଁ, ଏହା କେବେ ହୋଇ ନାହିଁ କିମ୍ବା କେବେ ହେବ ନାହିଁ । ଯଦି କେହି ଭାବନ୍ତି ଯେ ଏହା ଏକ ପରିବାର ଅଟେ । ଏହା ହେଉଛି ସମସ୍ୟା । ବଲିଉଡ କାମ କରିବା ପାଇଁ ଏକ କାଳ୍ପନିକ ନାମ ଅଟେ । ମୁଁ ପ୍ରକୃତରେ କାହାକୁ ନିଚା ଦେଖେିଇବାକୁ ଚେଷ୍ଟା କରୁନାହିଁ ।
-
Really sorry to be doing this but Bollywood is not a family , it never was and never will be . If one thinks it’s a family .. there is the problem. Bollywood is an imaginary name for a place of work that’s it . I am really not trying to put anybody down here & sorry if it seems https://t.co/hoz30WiEOJ
— Gulshan Devaiah (@gulshandevaiah) June 15, 2020 " class="align-text-top noRightClick twitterSection" data="
">Really sorry to be doing this but Bollywood is not a family , it never was and never will be . If one thinks it’s a family .. there is the problem. Bollywood is an imaginary name for a place of work that’s it . I am really not trying to put anybody down here & sorry if it seems https://t.co/hoz30WiEOJ
— Gulshan Devaiah (@gulshandevaiah) June 15, 2020Really sorry to be doing this but Bollywood is not a family , it never was and never will be . If one thinks it’s a family .. there is the problem. Bollywood is an imaginary name for a place of work that’s it . I am really not trying to put anybody down here & sorry if it seems https://t.co/hoz30WiEOJ
— Gulshan Devaiah (@gulshandevaiah) June 15, 2020
ସେ ଆହୁରି ମଧ୍ୟ କହିଛନ୍ତି, ସୁଶାନ୍ତ ସିଂ ରାଜପୁତ କାହିଁକି ନିଜ ଜୀବନ ନେଇଛନ୍ତି ସେ ବିଷୟରେ ସମସ୍ତ ବଲିଉଡ ସେଲିବ୍ରିଟିମାନେ ଅବଗତ ଅଛନ୍ତି । ଜଣେ କଳାକାର ଭାବରେ ଆମେ ଜାଣୁ ଯେ, ସେ କାହିଁକି ଏପରି କଲେ ।
"ଏହା ଖେଳିବା ପାଇଁ ଏକ କଠିନ ଖେଳ ଏବଂ ସେ ଏହାକୁ ବହୁତ ଭଲ ଭାବରେ ଖେଳିଛନ୍ତି । କିନ୍ତୁ ଶେଷରେ ଖେଳ ଜିତିଗଲା " ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ