ETV Bharat / sitara

ବଲିଉଡ ଏକ ପରିବାର ନୁହେଁ, କେବଳ କାମ କରିବାର ସ୍ଥାନ: ଗୁଲସନ ଦେବୈୟା

author img

By

Published : Jun 17, 2020, 9:31 AM IST

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଖବରରେ ଆଶ୍ଚର୍ଯ୍ୟ ହୋଇ ଅଭିନେତା ଗୁଲସନ ଦେବୈୟା କହିଛନ୍ତି ଯେ ବଲିଉଡ ଏକ ପରିବାର ନୁହେଁ, ଏହା କେବେ ହୋଇ ନାହିଁ କିମ୍ବା ଏମିତି କେବେ ହେବ ନାହିଁ । ଗୁଲଶନ ବିଶ୍ବାସ କରନ୍ତି ଯେ କାମ କରିବା ପାଇଁ ବଲିଉଡ ଏକ କାଳ୍ପନିକ ନାମ । ଅଧିକ ପଢନ୍ତୁ...

gulshan devaiah bollywood is not a family
ବଲିଉଡ ଏକ ପରିବାର ନୁହେଁ, କେବଳ କାମ କରିବାର ସ୍ଥାନ: ଗୁଲଶନ ଦେଭାଇୟା

ମୁମ୍ବାଇ: 'ଅଫସୋସ' ଅଭିନେତା ଗୁଲସନ ଦେବୈୟା କହିଛନ୍ତି, ବଲିଉଡ ଏକ ପରିବାର ନୁହେଁ, କେବଳ କାମ କରିବାର ସ୍ଥାନ, କାମ କରିବା ପାଇଁ ବଲିଉଡ ଏକ କାଳ୍ପନିକ ନାମ ।

ଗୁଲଶନ ଟ୍ୱିଟରେ କହିଛନ୍ତି, "ବଲିଉଡ ଏକ ପରିବାର ନୁହେଁ, ଏହା କେବେ ହୋଇ ନାହିଁ କିମ୍ବା କେବେ ହେବ ନାହିଁ । ଯଦି କେହି ଭାବନ୍ତି ଯେ ଏହା ଏକ ପରିବାର ଅଟେ । ଏହା ହେଉଛି ସମସ୍ୟା । ବଲିଉଡ କାମ କରିବା ପାଇଁ ଏକ କାଳ୍ପନିକ ନାମ ଅଟେ । ମୁଁ ପ୍ରକୃତରେ କାହାକୁ ନିଚା ଦେଖେିଇବାକୁ ଚେଷ୍ଟା କରୁନାହିଁ ।

  • Really sorry to be doing this but Bollywood is not a family , it never was and never will be . If one thinks it’s a family .. there is the problem. Bollywood is an imaginary name for a place of work that’s it . I am really not trying to put anybody down here & sorry if it seems https://t.co/hoz30WiEOJ

    — Gulshan Devaiah (@gulshandevaiah) June 15, 2020 " class="align-text-top noRightClick twitterSection" data=" ">

ସେ ଆହୁରି ମଧ୍ୟ କହିଛନ୍ତି, ସୁଶାନ୍ତ ସିଂ ରାଜପୁତ କାହିଁକି ନିଜ ଜୀବନ ନେଇଛନ୍ତି ସେ ବିଷୟରେ ସମସ୍ତ ବଲିଉଡ ସେଲିବ୍ରିଟିମାନେ ଅବଗତ ଅଛନ୍ତି । ଜଣେ କଳାକାର ଭାବରେ ଆମେ ଜାଣୁ ଯେ, ସେ କାହିଁକି ଏପରି କଲେ ।

"ଏହା ଖେଳିବା ପାଇଁ ଏକ କଠିନ ଖେଳ ଏବଂ ସେ ଏହାକୁ ବହୁତ ଭଲ ଭାବରେ ଖେଳିଛନ୍ତି । କିନ୍ତୁ ଶେଷରେ ଖେଳ ଜିତିଗଲା " ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.