ETV Bharat / sitara

କୋରୋନାରୁ ସୁସ୍ଥ ଟିପ୍ସ ଦେଲେ ଗୋବିନ୍ଦା

author img

By

Published : May 15, 2021, 8:09 PM IST

ବର୍ତ୍ତମାନ ଗୋବିନ୍ଦା ତାଙ୍କ ଫ୍ୟାନ୍ସଙ୍କ ସହ କୋରୋନା ଭାଇରସରୁ ବଞ୍ଚିବା ପାଇଁ କିଛି ଟିପ୍ସ ସେୟାର କରିଛନ୍ତି । ଅଧିକ ପଢନ୍ତୁ...

govinda-share-tips-to-recover-from-covid-19
କୋରୋନାରୁ ସୁସ୍ଥ ହେବା ଟିପ୍ସ ଦେଲେ ଗୋବିନ୍ଦା

ନୂଆଦିଲ୍ଲୀ: କୋରୋନା ମହାମାରୀ ପୁଣିଥରେ ସାରା ଦେଶରେ ବ୍ୟାପିବାରେ ଲାଗିଛି । ଗତ କିଛି ଦିନ ହେବ ଟିଭି ଏବଂ ବଲିଉଡ ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟି କୋରୋନାରେ ସଂକ୍ରମିତ ହୋଇଥିଲେ । ନିକଟରେ ବଲିଉଡର ହିରୋ ନମ୍ବର- 1 ତଥା ଅଭିନେତା ଗୋବିନ୍ଦା ମଧ୍ୟ କୋରୋନା ସଂକ୍ରମିତ ହୋଇଥିଲେ । ତେବେ ଗୋବିନ୍ଦା କିଛି ଦିନ ମଧ୍ୟରେ କୋରୋନାକୁ ହରାଇ ସୁସ୍ଥ ହେବାର ଖବର ଦେଇଥିଲେ ।

ଯାହାକୁ ନେଇ ବର୍ତ୍ତମାନ ଗୋବିନ୍ଦା ତାଙ୍କ ଫ୍ୟାନ୍ସଙ୍କ ସହ କୋରୋନା ଭାଇରସରୁ ବଞ୍ଚିବା ପାଇଁ କିଛି ଟିପ୍ସ ସେୟାର କରିଛନ୍ତି ।

ନିକଟରେ, ଏକ ସାକ୍ଷାତକାରରେ ଗୋବିନ୍ଦା ତାଙ୍କ ସୁସ୍ଥ ହେବା କାହାଣୀ କହିବାବେଳେ ତାଙ୍କ ଫ୍ୟାନ୍ସମାନଙ୍କୁ କିଛି ଜରୁରୀ ଟିପ୍ସ ମଧ୍ୟ କହିଛନ୍ତି ।

ଗୋବିନ୍ଦା କହିଛନ୍ତି ଯେ, ଏହି ରୋଗ ସହିତ ଲଢିବା ପାଇଁ ଲୋକମାନେ ସେମାନଙ୍କର ମାନସିକ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବା ଉଚିତ୍ । ସାହସ ଆଉ ଧୈର୍ଯ୍ୟର ସହିତ କାମ କରିବା ଦରକାର । ସର୍ବଦା ଉଷୁମ ପାଣି ପିଇବା ଉଚିତ୍ ଏବଂ ସୁସ୍ଥ ଖାଦ୍ୟ ଖାଇବା ସହିତ ଯୋଗ ଆଉ ପ୍ରାଣାୟାମ କରନ୍ତୁ । ଏହା ସହିତ ଡାକ୍ତରଙ୍କ ସହିତ ମଧ୍ୟ ପରାମର୍ଶ ନିଅନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.