ମୁମ୍ବାଇ: ଅନେକ ଦିନ ପରେ ବଲିଉଡ ଅଭିନେତା-ଚଳଚ୍ଚିତ୍ର ନିର୍ମାତା ଫରହାନ ଅଖତର ସୁଟିଂ ସେଟକୁ ଫେରି ଖୁସି ଅଛନ୍ତି ବୋଲି ସେ କହିଛନ୍ତି । ଏଥିସହିତ ସେ ପ୍ରଂଶସକମାନଙ୍କୁ ସାମାଜିକ ଦୂରତାର ମହତ୍ତ୍ୱ ମଧ୍ୟ ବୁଝାଇନ୍ତି ।
ଫରହାନ୍ ଏକ ଟୁଇଟ୍ରେ ଲେଖିଛନ୍ତି, ଏତେ ଦିନ ପରେ କାମକୁ ଫେରି ମୁଁ ବହୁତ ଖୁସି ଏବଂ ମତେ ବହୁତ ଆନନ୍ଦ ଲାଗୁଛି । କିନ୍ତୁ ଏହି ମହାମାରୀକୁ ଦୃଷ୍ଟିରେ ରଖି ସାମାଜିକ ଦୂରତାକୁ ଧ୍ୟାନରେ ରଖିବା ଜରୁରୀ ଅଟେ । ନିଜର ଧ୍ୟାନ ରଖିବା ସହିତ କାଷ୍ଟ ଏବଂ କ୍ରୁ ସଦସ୍ୟଙ୍କ ଯତ୍ନ ନେବା ଆମର ଦାୟିତ୍ବ ଅଟେ । ମାସ୍କ ପିନ୍ଧନ୍ତୁ ଏବଂ ସୋସିଆଲ ଡିଷ୍ଟାନ୍ସ ବଜାଇ ରଖନ୍ତୁ ।
-
Getting back to work is a relief and a joy but given the times we’re in, it’s important to be socially responsible and keep the environment hygienic for the crew and cast. They work to create. We work to keep them safe. #MasksDistanceAction @excelmovies https://t.co/diUW9uE5xu
— Farhan Akhtar (@FarOutAkhtar) July 24, 2020 " class="align-text-top noRightClick twitterSection" data="
">Getting back to work is a relief and a joy but given the times we’re in, it’s important to be socially responsible and keep the environment hygienic for the crew and cast. They work to create. We work to keep them safe. #MasksDistanceAction @excelmovies https://t.co/diUW9uE5xu
— Farhan Akhtar (@FarOutAkhtar) July 24, 2020Getting back to work is a relief and a joy but given the times we’re in, it’s important to be socially responsible and keep the environment hygienic for the crew and cast. They work to create. We work to keep them safe. #MasksDistanceAction @excelmovies https://t.co/diUW9uE5xu
— Farhan Akhtar (@FarOutAkhtar) July 24, 2020
ଲକଡାଉନ ପରେ ରିତେଶ ସିଦ୍ଧୱାନୀ ଏବଂ ଫରହାନଙ୍କ ପ୍ରଡକ୍ସନ୍ ହାଉସ୍ ଏକ୍ସେଲ୍ ଏଣ୍ଟରଟେନମେଣ୍ଟ ସେମାନଙ୍କର ଆଗାମୀ ପ୍ରୋଜେକ୍ଟ 'ହେଲୋ ଚାର୍ଲି' ଏବଂ 'ଡୋଙ୍ଗ୍ରି ଟୁ ଦୁବାଇ' ଉପରେ କାମ ଆରମ୍ଭ କରିଛନ୍ତି ।
ପ୍ରକାଶ ଥାଉ କି, ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ନିର୍ମାତାମାନେ କ୍ରୁ ସଦସ୍ୟଙ୍କ ସୁରକ୍ଷାକୁ ଧ୍ୟାନରେ ରଖି କାମ ଆରମ୍ଭ କରିଛନ୍ତି । ଫରହାନ୍ କେବଳ 150 ଜଣ ସଦସ୍ୟଙ୍କ ସହ ସୁଟିଂ ଆରମ୍ଭ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ