ETV Bharat / sitara

ହୋଲିକୁ ନେଇ ଗହରଙ୍କ ଅଜବ ଯୁକ୍ତି - bigg boss 7

ଅଭିନେତ୍ରୀ ମଡେଲ ଗହର ଖାନ ନିଜ ବୟାନକୁ ନେଇ ଚର୍ଚ୍ଚାରେ । ଟ୍ବିଟରରେ ହୋଲିକୁ ନେଇ କରିଛନ୍ତି କିଛି ଅଜବ ଟ୍ବିଟ । ହୋଲି କୌଣସି ପୂଜା ନୁହେଁ ବରଂ ପ୍ରେମ ଓ ସେହ୍ନର ଖେଳ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଗହର ଖାନ
author img

By

Published : Mar 22, 2019, 11:39 PM IST

ନୂଆଦିଲ୍ଲୀ: ଖୁବ୍ ଧୁମଧାମରେ ହୋଲି ପାଳନ କରିଛନ୍ତି ଦେଶ ବାସୀ । ଏଥିରୁ ଅବା କିପରି ବାଦ ପଡିଥାଆନ୍ତେ ବି-ଟାଉନ ଷ୍ଟାର୍ସ । ଏହି କ୍ରମରେ ଅଭିନେତ୍ରୀ ଗହର ଖାନ ଟ୍ବିଟରରେ ହୋଲି ଖେଳିବାକୁ ନେଇ ନିଜର ପକ୍ଷ ରଖିଛନ୍ତି । ସେ ଏକ ଟ୍ବିଟର ରିପ୍ଲାଇ ଦେଇଥିଲେ । ଯେଉଁଥିରେ ମୁସଲିମ ସମ୍ପ୍ରଦାୟଙ୍କହୋଲି ଖେଳକୁ ନେଇ ଆଲୋଚନା କରାଯାଇଥିଲା ।

ସେ ଏହି ଟ୍ବିଟର ଜବାବ ଦେଇ କହିଥିଲେ କି ହୋଲି ପ୍ରେମ, ସେହ୍ନର ଉତ୍ସବ । ତେଣୁ ଏହା କୌଣସି ରୂପେ ଇସଲାମର ବିରୋଧୀ ନୁହେଁ । ଯାହା ପରେ ଏହି ଟ୍ବିଟକୁ ଆଧାର କରି ୟୁଜର୍ସ ଭିନ୍ନ ଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି ।

ଜଣେ ୟୁଜର ଗହରଙ୍କୁ ଟ୍ୟାଗ କରି ଲେଖିଥିଲେ କି ଆପଣଙ୍କ ବିଗ-ବସ ଭିଡିଓ ଦେଖିଥିଲୁ । ଯେଉଁଥିରେ ଆପଣ ନବରାତ୍ରିର ପୂଜା କରିନଥିଲେ । ଏଥିରେ ଗହର ଜବାବ ଦେଇଥିଲେ କି ପୂଜା ନକରିବା ଆମ ସେହି ଆସ୍ଥାର ଅଂଶ ଯେଉଁଥିରେ ମୂର୍ତ୍ତି ପୂଜାକୁ ବର୍ଜିତ କୁହାଯାଇଛି । ତାହା ତାଙ୍କ ଆସ୍ଥା ଥିଲା । ହୋଲି ଖେଳିବା କୌଣସି ପୂଜା ନୁହେଁ । ତାଙ୍କ ଆସ୍ଥା ତାଙ୍କୁ ସବୁ ଆସ୍ଥାର ସମ୍ମାନ କରିବା ଶିଖାଉଛି । ତେଣୁ ସେ ନବରାତ୍ରି ପୂଜାରେ ଠିଆ ହୋଇଥିଲେ । ଏହାକୁ ରେସପେକ୍ଟ କୁହାଯାଏ । ହୋଲି ଖେଳିବା ଆମ ଭାରତୀୟ ସଂସ୍କୃତିର ଏକ ଉତ୍ସବ । ରଙ୍ଗ ଦ୍ବାରା ପ୍ରେମ ଜାତ ହୋଇଥାଏ । ଏଥିରେ କୌଣସି ଖରାପ ନାହିଁ । ଏହା ଇସଲାମ ବିରୋଧୀ ମଧ୍ୟ ନୁହେଁ । ସେ ସେହି ସବୁ ମୁସଲମାନଙ୍କ ନିନ୍ଦା କରୁଛନ୍ତି ଯିଏ ହୋଲିକୁ ବିରୋଧ କରୁଛି । ଏହାସହ ସେ ସେହି ହିନ୍ଦୁମାନଙ୍କର ମଧ୍ୟ ନିନ୍ଦା କରୁଛନ୍ତି ଯେଉଁମାନେ ସଂଖ୍ୟାଲଘୁଙ୍କୁ ଭାରତୀୟ ଉତ୍ସବରୁ ଦୂରେଇ ରଖିବାକୁ ଚେଷ୍ଟା କରୁଛନ୍ତି ।

ପ୍ରକାଶ ଥାଉକି ଗହର ଜଣେ ପପୁଲାର ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ । ସେ ଛୋଟ ପରଦାର ରିୟାଲିଟି ଶୋ ବିଗ-ବସ-7ର ବିଜେତା ମଧ୍ୟ । ସେ ଅନେକ ଫିଲ୍ମରେ ସ୍ପେଶାଲ ଗୀତରେ ଡାନ୍ସ ମଧ୍ୟ କରିସାରିଛନ୍ତି ।

Intro:Body:

Filmmaker Karan Johar, who has been slammed by social media users for liking a tweet which trolled superstar Shah Rukh Khan, on Friday apologized saying that there is a technical issue and he will personally never acknowledge such comments.

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.