ETV Bharat / sitara

ଗଲୱାନ ଘାଟିରେ 20 ଯବାନ ଶହୀଦ: ଦୁଃଖ ପ୍ରକାଶ କଲା ବଲିଉଡ - 20 ଭାରତୀୟ ଯବାନ ଶହୀଦ

ପୂର୍ବ ଲଦାଖରେ ଭାରତ-ଚୀନର ସଂର୍ଘଷ ଘଟି 20 ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ଟ୍ବିଟ କରି ଶ୍ରଦ୍ଧାଞ୍ଜଳୀ ଦେଲେ ସେଲିବ୍ରିଟି ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Jun 17, 2020, 2:58 PM IST

ମୁମ୍ବାଇ: ଗତ 15 ଓ 16 ତାରିଖ ଦିନ ପୂର୍ବ ଲଦାଖ ଗଲୱାନ ଘାଟିରେ ଭାରତ-ଚୀନ ସେନାଙ୍କ ମଧ୍ୟରେ ସଂର୍ଘଷ ଘଟି 20 ଯବାନ ଶହୀଦ ହୋଇଛନ୍ତି । ଏହିି ଘାଟି ନିକଟରେ ହୋଇଥିବା ହିଂସାତ୍ମକ ସଂଘର୍ଷ ଭାରତକୁ ଗଭୀର ଆଘାତ ଦେଇଛି । ଜାମ୍ମୁ-କଶ୍ମୀରର ଉରି ଏବଂ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଏହା ହେଉଛି ତୃତୀୟ ବଡ ଆକ୍ରମଣ ।

ଯେଉଁରେ ଭାରତୀୟ ସେନା ବିଭାଗର ବଡ କ୍ଷତି ହୋଇଛି । ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ବଲିଉଡ ସେଲିବ୍ରିଟି । ନିଜ ନିଜ ପ୍ରତିକ୍ରିୟା ରଖି ଶହୀଦଙ୍କ ପରିବାରକୁ ସାନ୍ତ୍ୱନା ଦେଇଛନ୍ତି । ଏହି କ୍ରମରେ ସାମିଲ ଅଛନ୍ତି ସୁପରଷ୍ଟାର ହ୍ରିତିକ ରୋଶନ, ଅନୁପମ ଖେର, ଅକ୍ଷୟ କୁମାର, ଅଜୟ ଦେବଗନ, ବିକ୍କୀ କୌଶଲ ଓ ବରୁଣ ଧୱନ ।

  • It leaves me with a heavy heart to know of the lives lost in Ladakh & the unrest we are faced with. Our defence stands tall on ground. My highest respect to the martyred in the line of duty. Condolences & prayers for their families. May the departed & living find peace 🙏🏻

    — Hrithik Roshan (@iHrithik) June 16, 2020 " class="align-text-top noRightClick twitterSection" data=" ">

‘ସୁପର 30’ ଆକ୍ଟର ହ୍ରିତିକ ଦୁଃଖ ପ୍ରକାଶ କରି ଟ୍ବିଟରେ ଲେଖିଛନ୍ତି, ‘ଆମର ପ୍ରତିରକ୍ଷା ଭୂମିର ଉଚ୍ଚରେ ଠିଆ ହୋଇଛି । ଡ୍ୟୁଟିରେ ଶହୀଦ ହୋଇଥିବା ସେନାଙ୍କୁ ମୋର ସର୍ବୋଚ୍ଚ ସମ୍ମାନ । ସେମାନଙ୍କ ପରିବାର ପାଇଁ ମୋ ସମବେଦନା ଏବଂ ପ୍ରାର୍ଥନା ।’

  • भारतीय सेना की जय। जय हिन्द।🇮🇳

    — Anupam Kher (@AnupamPKher) June 16, 2020 " class="align-text-top noRightClick twitterSection" data=" ">

ସେହିପରି ଅନୁପମ ଟ୍ବିଟ କରି ଲେଖିଛନ୍ତି, ‘ଭାରତୀୟ ସେନାଙ୍କ ଜୟ, ଜୟ ହିନ୍ଦ ।’ ଅନୁପମଙ୍କ ବ୍ୟତତୀ ଖିଲାଡି ଅକ୍ଷୟ ଲେଖିଛନ୍ତି, ‘ଗଲୱାନରେ ଆମ ସାହାସୀ ସେନାଙ୍କ ମୃତ୍ୟୁରେ ମୁଁ ବହୁତ ଦୁଃଖିତ । ଦେଶ ପାଇଁ ସେମାନଙ୍କ ଅମୂଲ୍ୟ ସେବା ପାଇଁ ଆମେ ସେମାନଙ୍କ ନିକଟରେ ସର୍ବଦା ଋଣୀ ରହିବୁ । ସେମାନଙ୍କ ପରିବାର ପ୍ରତି ହୃଦୟରୁ ସମବେଦନା ।’

  • Deeply saddened by the death of our bravehearts in #GalwanValley. We will forever be indebted to them for their invaluable service to the nation.
    My heartfelt condolences to their families 🙏🏻 pic.twitter.com/tGOGTU61X6

    — Akshay Kumar (@akshaykumar) June 16, 2020 " class="align-text-top noRightClick twitterSection" data=" ">

ବିଗ ବି ଅମିତାଭ ବଚ୍ଚନ ଲେଖିଛନ୍ତି, ‘ଦେଶକୁ ବଞ୍ଚାଇବା ପାଇଁ ଆମ ସେନାମାନେ ନିଜ ଜୀବନକୁ ବଳି ପକାଇଦେଇଛନ୍ତି । ସମ୍ମାନ ଭାରତୀୟ ସେନାଙ୍କୁ । ଜୟ ହିନ୍ଦ ।’ ଏହି ବ୍ୟତୀତ ସୋନୁ ସୁଦ, ସିଦ୍ଧାର୍ଥ ଶୁକ୍ଲା, ରବୀନା ଟଣ୍ଡନ, ନିମୃତ କୌର, ୟାମୀ ଗୌତମ ଓ ତୁଷାର କପୁର ଭଳି କଳାକାର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ।

  • T 3565 - .... ज़रा आँख में भर लो पानी ; जो शहीद हुए हैं उनकी , ज़रा याद करो क़ुर्बानी .. 🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳they sacrificed their lives to protect our country , to keep us safe and secure. SALUTE Indian Army Officers and Jawans ! JAI HIND

    — Amitabh Bachchan (@SrBachchan) June 16, 2020 " class="align-text-top noRightClick twitterSection" data=" ">

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.