ETV Bharat / sitara

ମାଇଁ ନେମ ଇଜ ଖାନରେ ଥିଲେ ସୁହାନା-ଅନନ୍ୟା

author img

By

Published : Jun 3, 2019, 10:40 AM IST

ବଲିଉଡରେ ଅନନ୍ୟା ଓ ସୁହାନାଙ୍କ ଦୋସ୍ତି ସମସ୍ତଙ୍କୁ ଜଣା । ତେବେ ଛୋଟବେଳୁ ହିଁ ଦୁହେଁ ବଲିଉଡ ଏଣ୍ଟ୍ରି କରିସାରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ଚଳିତ ବର୍ଷ ପରଦାରେ ଅନେକ ନୂଆ ଚେହେରା ଦେଖିବାକୁ ମିଳିଛି । ଷ୍ଟୁଡେଣ୍ଟ ଅଫ ଦି ଇୟରରେ ବଲିଉଡକୁ ଏଣ୍ଟ୍ରି ମାରିଛନ୍ତି ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେ ଓ ତାରା ସୁତାରିଆ । ଏହାସହ ଆଶା କରାଯାଉଛି ଯେ କିଙ୍ଗଖାନଙ୍କ ଝିଅ ସୁହାନା ଖାନ ବହୁତ ଜଲଦି ବଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି ।

ତେବେ ଏକ ସାକ୍ଷାତକାରରେ ଅନନ୍ୟା କହିଛନ୍ତି ଏହା ପ୍ରଥମଥର ନୁହେଁ ବରଂ ଅନନ୍ୟା ଓ ସୁହାନା ଆଗରୁ ମଧ୍ୟ ଫିଲ୍ମରେ କାମ କରିଛନ୍ତି । କରଣ ଜୋହାରଙ୍କ ଫିଲ୍ମ ମାଇଁ ନେମ ଇଜ ଖାନରେ ମଧ୍ୟ କାମ କରିଥିଲେ । ମଜାଦାର କଥା ହେଲା ସେ ଫିଲ୍ମର ଯେଉଁ ଭାଗରେ ନଜର ଆସିଥାଆନ୍ତେ ତାହା ଟେଲିକାଷ୍ଟ ହିଁ କରାଯାଇନଥିଲା ।

ମାଇଁ ନେମ ଇଜ ଖାନର ଏକ ସିନରେ କ୍ରାଉଡ ଦରକାର ଥିଲା । ତେଣୁ କରନ ଜୋହର ସୁହାନା ଓ ଅନନ୍ୟାଙ୍କୁ ଭିଡରେ ଠିଆ ହେବାକୁ କହିଥିଲେ । ପ୍ରଥମ ଥର ଫିଲ୍ମରେ ନଜର ଆସିବେ ବୋଲି ଭାବି ବହୁତ ଖୁସି ହୋଇଯାଇଥିଲେ ଦୁହେଁ ମାତ୍ର ସେ ସିନକୁ ଏଡିଟିଂ କରିଦିଆଯାଇଥିଲା ।

ଅନନ୍ୟା ପାଣ୍ଡେ ଷ୍ଟୁଡେଣ୍ଟ ଅଫ ଦି ଇୟର-2ରେ ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ । ଫିଲ୍ମଟି ଏତେ ମାତ୍ରାରେ ସଫଳତା ପାଇ ପାରିନାହିଁ । ତେବେ ଆଗକୁ ଅନନ୍ୟା ମୁଦସର ଅଜିଜ ଙ୍କ ଫିଲ୍ମ ‘ପତି ପତ୍ନୀ ଅର ଔ’ରେ ନଜର ଆସିବେ ।

Intro:Body:

dfdddh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.