ମୁମ୍ବାଇ: ଲୋକପ୍ରିୟ ନିର୍ମାତା କରନ ଜୋହର ଫ୍ୟାନ୍ସଙ୍କୁ ଦେଇଛନ୍ତି ଗୁଡନ୍ୟୁଜ । ସେ ମଙ୍ଗଳବାର ଏକ ସ୍ପେଶାଲ ଘୋଷଣା କରିଥିଲେ । ଯାହାକୁ ନେଇ ସମସ୍ତେ ଖୁସି । ଆଜ୍ଞା ହଁ, ସେ ନିଜର ସର୍ବଶେଷ ଉଦ୍ୟମରେ ଏକ ନୂଆ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ ଏଜେନ୍ସି ଖୋଲିଛନ୍ତି । ଏହାର ସୂଚନା ସେ ସୋସିଆଲ ମିଡିଆରେ ସମସ୍ତଙ୍କୁ ଦେଇ ଏହି ଗୁଡନ୍ୟୁଜ ସେୟାର କରିଥିଲେ ।
ଆଉ ଟ୍ବିଟରେ ଲେଖିଥିଲେ, ‘ଆମର ନୂତନ ଉଦ୍ୟମ, ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ ଏଜେନ୍ସି ଧର୍ମା କର୍ଣ୍ଣଷ୍ଟୋନ୍ ଏଜେନ୍ସି (ଡିସିଏ) ଘୋଷଣା କରିବାକୁ ମୁଁ ଆନନ୍ଦିତ । ଆମେ ଧର୍ମାମୁଭିସ୍ରେ ସର୍ବଦା ସର୍ବୋତ୍ତମ ପାଇଁ ଉନ୍ନତି କରିଛୁ ଏବଂ ଡିସିଏ ମଧ୍ୟ ସର୍ବୋତ୍ତମକୁ ପ୍ରତିପୋଷଣ କରିବା ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ ଏବଂ ପ୍ରତିଭାର ଏକ ଅବିସ୍ମରଣୀୟ ଶକ୍ତି ସାଜିବ ।’
-
Super delighted to announce our newest venture, a talent management agency, Dharma Cornerstone Agency (DCA).@apoorvamehta18 @buntysajdeh pic.twitter.com/7ZTDhar72I
— Karan Johar (@karanjohar) December 15, 2020 " class="align-text-top noRightClick twitterSection" data="
">Super delighted to announce our newest venture, a talent management agency, Dharma Cornerstone Agency (DCA).@apoorvamehta18 @buntysajdeh pic.twitter.com/7ZTDhar72I
— Karan Johar (@karanjohar) December 15, 2020Super delighted to announce our newest venture, a talent management agency, Dharma Cornerstone Agency (DCA).@apoorvamehta18 @buntysajdeh pic.twitter.com/7ZTDhar72I
— Karan Johar (@karanjohar) December 15, 2020
ପ୍ରକାଶ ଥାଉକି କରନ ଏହି ଏଜେନ୍ସି ଖୋଲିବା ପାଇଁ କର୍ଣ୍ଣଷ୍ଟୋନ୍ ସହ ହାତ ମିଶାଇଛନ୍ତି । ଯାହାର ଉଦ୍ଦେଶ୍ୟ ହେଲା ପ୍ରତ୍ୟେକ ସଂପୃକ୍ତ ପ୍ରତିଭାର ସ୍ବପ୍ନ ଏବଂ ସମ୍ଭାବନାକୁ ଏକକରଣ କରିବା । ସେହିପରି କିଛି ବର୍ଷ ମଧ୍ୟରେ ଧର୍ମା ପ୍ରଡକ୍ସନ ବଲିଉଡକୁ ନୂଆ ଚେହେରା ଦେବାରେ ସଫଳ ହୋଇଛି । ଏହି କ୍ରମରେ ସାମିଲ ଅଛନ୍ତି ଆଲିୟା ଭଟ୍ଟ, ବରୁଣ ଧୱନ, ସିଦ୍ଧାର୍ଥ ମଲହୋତ୍ରା, ଅନନ୍ୟା ପାଣ୍ଡେ ଓ ତାରା ସୁତାରିଆ ଭଳି କଳାକାର ।
-
We at @DharmaMovies have always thrived for the best and DCA will also serve as a platform to nurture the best, and become an indomitable powerhouse of talent!
— Karan Johar (@karanjohar) December 15, 2020 " class="align-text-top noRightClick twitterSection" data="
">We at @DharmaMovies have always thrived for the best and DCA will also serve as a platform to nurture the best, and become an indomitable powerhouse of talent!
— Karan Johar (@karanjohar) December 15, 2020We at @DharmaMovies have always thrived for the best and DCA will also serve as a platform to nurture the best, and become an indomitable powerhouse of talent!
— Karan Johar (@karanjohar) December 15, 2020
@IANS