ETV Bharat / sitara

ଅଜମେର ଶରିଫ ଯିବେ ଏକତା, ଆଗାମୀ ସିରିଜ ପାଇଁ ଲୋଡିଲେ ଆଶୀର୍ବାଦ

author img

By

Published : Mar 4, 2021, 12:41 PM IST

ଖୁବଶୀଘ୍ର ରିଲିଜ ହେବ ‘ଦ ମ୍ୟାରେଡ ଓମେନ’ ସିରିଜ । ଯାହାକୁ ନେଇ ଏକ୍ସାଇଟେଡ ଏକତା । ଶୋ ପାଇଁ ଆଶୀର୍ବାଦ ନେବାକୁ ଆଜମେର ଶରିଫ ଯାତ୍ରା କରିବେ ସେ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ବହୁ ପ୍ରତିକ୍ଷିତ ୱେବ ଶୋ ‘ଦ ମ୍ୟାରେଡ ଓମେନ’କୁ ନେଇ ଚର୍ଚ୍ଚାରେ ନିର୍ମାତା ଏକତା କପୁର । ଶୋ ରିଲିଜ ପୂର୍ବରୁ ସେ ବଡ ନିଷ୍ପତ୍ତି ନେଇଛନ୍ତି । ଏହାର ସଫଳତା ପାଇଁ ସେ ଅଜମେର ଶରିଫ ଯିବାକୁ ଯୋଜନା କରିଛନ୍ତି । ଲୋକପ୍ରିୟ ଲେଖିକା ମଞ୍ଜୁ କପୁରଙ୍କ ବେଷ୍ଟସେଲର ଉପନ୍ୟାସ ‘ଦ ମ୍ୟାରେଜ ଓମେନ’ର କାହାଣୀକୁ ନେଇ ଆଧାରିତ ଏହି ଶୋ ।

ଶୋର ଟ୍ରେଲରକୁ ଦର୍ଶକ ଏବଂ କ୍ରିଟିକ୍ସଙ୍କ ଠାରୁ ପ୍ରଶଂସା ମିଳିଛି । ରିଲିଜକୁ କିଛି ଦିନ ବାକି ଥିବାରୁ ଏକତା ସିରିଜର ଅଭିନେତ୍ରୀ ରିଦ୍ଧି ଡୋଗ୍ରାଙ୍କ ସହ ମିଶି ଅଜମେର ଶରିଫକୁ ଯାତ୍ରା କରିବେ ଯୋଜନା କରିଛନ୍ତି।

ଖାଲି ଏତିକି ନୁହେଁ ଶୋର ପ୍ରଚାର ପାଇଁ ଜୟପୁର ଭ୍ରମଣ କରିପାରନ୍ତି ଏକତା । ପ୍ରକାଶ ଥାଉକି ‘ଦ ମ୍ୟାରେଡ ଓମେନ’ ଏକ ଅରବନ ରିଲେସନଶିପ ଡ୍ରାମା ସିରିଜ । ଯେଉଁଥିରେ ମହିଳାଙ୍କ ଉପରେ ସମାଜ ଦ୍ବାରା ଲଗାଯାଇଥିବା କଠୋର ନିୟମ କାହାଣୀକୁ ପର୍ଯ୍ୟବେଶିତ କରାଯାଇଛି । ଏହି ଶୋରେ ରିଦ୍ଧି ଏବଂ ମୋନିକା ଡୋଗ୍ରା ମୁଖ୍ୟ ଭୂମିକାରେ ଥିବା ବେଳେ ଇମାଦ ଶାହା, ଦିବ୍ୟା ସେଠ ଶାହ, ନାଦିରା ବବ୍ବର ଏବଂ ସୁହାସ ଅହୁଜା ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.