ETV Bharat / sitara

1971 କରାଚି ଆକ୍ରମଣକୁ ନେଇ ଆସୁଛି ଫିଲ୍ମ

1971 ଜଳପଥରେ ହୋଇଥିବା କରାଚି ଆକ୍ରମଣ ଉପରେ ତିଆରି ହେବ ଫିଲ୍ମ । ନୌସେନା ଦିବସକୁ ନେଇ ଫିଲ୍ମର ନାଁ ‘ନାଭି ଡେ’ ରଖାଯାଇଛି ।

author img

By

Published : May 20, 2019, 4:47 PM IST

ଫାଇଲ ଫଟୋ

ହାଇଦ୍ରାବାଦ: ଭାରତ-ପାକିସ୍ତାନ ଯୁଦ୍ଧର କାହାଣୀ ଅନେକ ପୁରୁଣା । ମାତ୍ର ଦ୍ବିତୀୟ ବିଶ୍ବଯୁଦ୍ଧ ପରେ 1971 ମସିହାରେ ଜଳପଥ ମାଧ୍ୟମରେ ପାକିସ୍ତାନ କରାଚି ଉପରେ କରାଯାଇଥିବା ଆକ୍ରମଣରେ ଭାରତକୁ ମିଳିଥିଲା ବଡ ସଫଳତା ।

karachi attack
ଫାଇଲ ଫଟୋ

ତେବେ ଏହି ବିଷୟବସ୍ତୁକୁ ନେଇ ଫିଲ୍ମ ନିର୍ମାଣ ହେବାକୁ ଯାଉଛି । ରଜନିଶ ଘାଇ ଏହାର ନିର୍ଦ୍ଦେଶନା ଦେବେ । ବିଜ୍ଞାପନ ଦୁନିଆରେ ରଜନିଶଙ୍କ ନାଁ କାଫି ଜଣାଶୁଣା ଓ ତାଙ୍କ ସହାୟତା କରିବ ଟି-ସିରିଜ ଓ ଏଲିପ୍ସ ଏଣ୍ଟରଟେନମେଣ୍ଟ ।

ତେବେ ଫିଲ୍ମର କାମ 2020ରେ ଆରମ୍ଭ ହେବ । 1971ରେ ହୋଇଥିବା ଆକ୍ରମଣରେ ପାକିସ୍ତାନ ନୌସେନାକୁ କ୍ଷତି ସହିବାକୁ ପଡିଥିଲା । ତେଣୁ ସେଦିନର ସଫଳତାକୁ ମନେ ରଖିବାପାଇଁ ପ୍ରିତ ଡିସେମ୍ବର 4କୁ ନୌସେନା ଦିବସ ରୂପେ ପାଳନ କରାଯାଏ । ସେହିପରି ଫିଲ୍ମର ନାଁ ମଧ୍ଯ 'ନାଭି ଡେ' ରଖାଯିବ ବୋଲି ଘୋଷଣା କରାଯାଇଛି ।

ଫିଲ୍ମର କାଷ୍ଟିଙ୍ଗ ବିଷୟରେ କୌଣସି ସୂଚନା ଦିଆଯାଇନାହିଁ ।

Intro:Body:

dsg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.