ETV Bharat / sitara

କୋରୋନା ଟିକା ନେଲେ ଅଭିନେତ୍ରୀ ହିମାନି ଶିବପୁରୀ

ସୋସିଆଲ ମିଡିଆରେ କୋରୋନା ଟିକା ନେବା ସୂଚନା ଦେଲେ ହିମାନି । ଗତବର୍ଷ କୋରୋନା ସଂକ୍ରମିତ ହୋଇଥିଲେ ସେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହିମାନି ଶିବପୁରୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହିମାନି ଶିବପୁରୀ
author img

By

Published : Mar 11, 2021, 10:02 AM IST

ମୁମ୍ବାଇ: କୋରୋନା ଟିକା ନେଲେ ‘ଅସ୍ତିତ୍ବ ଏକ ପ୍ରେମ କାହାନୀ’ ଓ ‘ହାପ୍ପୁ କି ଓଲଟନ ପାଲଟନ’ ଫେମ ହିମାନି ଶିବପୁରୀ। ଗତ ବର୍ଷ ସେ କୋରୋନା ସଂକ୍ରମିତ ହୋଇଥିଲେ । ଆଉ ଟିକା ନେଇ ନିଜ ଖୁସି ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି ସେ ।

କୋଭିଡ -19 କ୍ୟାମ୍ପର ଫଟୋ ସେୟାର କରି ଏ ବିଷୟରେ ସୂଚନା ଦେବା ସହ ସେ ଲେଖିଛନ୍ତି, ‘ କୋଭିଡର ପ୍ରଥମ ଭ୍ୟାକ୍ସିନ ଡୋଜ ନେଇଛି ।’

ପ୍ରକାଶ ଥାଉକି ନିକଟରେ ନିଜ ସର୍ଜରୀ ପାଇଁ ଚର୍ଚ୍ଚାରେ ଆସିଥିଲେ ହିମାନି । ଗତ ବର୍ଷ ଶିବପୁରୀ କୋରୋନା ସଂକ୍ରମିତ ହେବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଡିସଚାର୍ଜ ହେବା ପରେ ସେ 15 ଦିନ କ୍ବାରେଣ୍ଟାଇନରେ ମଧ୍ୟ ଥିଲେ। ସେ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ସମସ୍ତଙ୍କୁ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.