ETV Bharat / sitara

ପିତାଙ୍କୁ ପ୍ରେରଣା ମାନନ୍ତି ରାମଚରଣ

64 ବର୍ଷରେ ପାଦ ଦେଇଛନ୍ତି ସାଉଥ ମେଗାଷ୍ଟାର ଚିରଞ୍ଜିବୀ । ଜନ୍ମଦିନ ଅବସରରେ ପିତାଙ୍କୁ ସ୍ପେଶାଲ ଶୁଭେଚ୍ଛା ଜଣାଇଛନ୍ତି ରାମଚରଣ ।

author img

By

Published : Aug 22, 2019, 1:20 PM IST

Updated : Aug 22, 2019, 1:43 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/ramcharan_

ହାଇଦ୍ରାବାଦ: ମେଗାଷ୍ଟାର ଚିରଞ୍ଜିବୀଙ୍କ ଜନ୍ମଦିନ ତାଙ୍କ ଫ୍ୟାନ୍ସଙ୍କ ପାଇଁ କୌଣସି ପର୍ବରୁ କମ୍ ନୁହେଁ । 64 ବର୍ଷରେ ପାଦ ଦେଇଥିବା ଚିରଞ୍ଜିବୀଙ୍କୁ ଟ୍ବିଟରରେ ଶୁଭେଚ୍ଛାର ସୁଅ ଛୁଟିଛି । ଟ୍ବିଟରରେ #HBDMegastarchiranjeevi ଟ୍ରେଣ୍ଡ କରୁଛି । ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ମେଗାଷ୍ଟାର ହେଉଛନ୍ତି ଚିରଞ୍ଜିବୀ ।

ଏହି ଅବସରରେ ପିତାଙ୍କୁ ନିଜର ପ୍ରେରଣା କହିଛନ୍ତି ସାଉଥ ସୁପରଷ୍ଟାର ରାମଚରଣ । ସାଏରା ନରସିଂହା ରେଡ୍ଡିରେ ଖୁବ ଶୀଘ୍ର ନଜର ଆସୁଛନ୍ତି ଚିରଞ୍ଜିବୀ ଓ ଏହି ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ରାମ ଚରଣ । ଫିଲ୍ମରେ ଅମିତାଭ ବଚ୍ଚନଙ୍କୁ ମଧ୍ୟ ଦେଖିବାକୁ ମିଳିବ ।

1955 ଅଗଷ୍ଟ 22ରେ ଜନ୍ମନେଇଥିଲେ ମେଗାଷ୍ଟାର ଚିରଞ୍ଜିବୀ । ଫିଲ୍ମ ‘ପ୍ରତିବନ୍ଧ’ରୁ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । 80 ଓ 90 ଦଶକର ସୁପରହିଟ ହିରୋ ଥିଲେ ସେ । 1979ରେ 8ଟି ଫିଲ୍ମ ରିଲିଜ କରାଯାଇଥିଲା ଓ ଏହାର ପର ବର୍ଷରେ ପାଖାପାଖି 14ଟି ଫିଲ୍ମ ରିଲିଜ କରାଯାଇଥିଲା । ତେଲୁଗୁ, ତାମିଲ, କନ୍ନଡ ଭାଷାରେ ଅଭିନୟ କରିଛନ୍ତି ଚିରଞ୍ଜିବୀ ।

Intro:Body:

dd

Conclusion:
Last Updated : Aug 22, 2019, 1:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.