ETV Bharat / sitara

ଫ୍ୟାଟରୁ ଫିଟ୍ ହେଲେ ଫରଦିନ

author img

By

Published : Dec 6, 2020, 3:28 PM IST

ପୁଣି ଥରେ କ୍ୟାମେରା ସାମ୍ନାକୁ ଆସିଛନ୍ତି ଅଭିନେତା ଫରଦିନ ଖାନ । ଏବେ ସେ ଫ୍ୟାଟରୁ ପୁରାପୁରି ଫିଟ୍ ହୋଇ ଚର୍ଚ୍ଚାରେ । ଅଧିକ ପଢନ୍ତୁ...

fat-to-fit-fardeen-khan-surprises-everyone
ଫ୍ୟାଟରୁ ଫିଟ୍ ହେଲେ ଫରଦିନ ଖାନ୍

ମୁମ୍ବାଇ: ବହୁଦିନ ଧରି ଲାଇମଲାଇଟଠାରୁ ଦୂରରେ ରହିଥିବା ବଲିଉଡ ଅଭିନେତା ଫରଦିନ ଖାନ ଏବେ ପୁଣି ଥରେ କ୍ୟାମେରା ସାମ୍ନାକୁ ଆସିଛନ୍ତି । ଏଥର କିନ୍ତୁ ତାଙ୍କର ସଂପୂର୍ଣ୍ଣ ନୂଆ ଲୁକ୍ ଦେଖିବାକୁ ମିଳିଛି । ତାଙ୍କ ଚେହେରା ପୁରା ବଦଳିଯାଇଛି । ସେ ଫ୍ୟାଟରୁ ପୁରାପୁରି ଫିଟ୍ ହୋଇଯାଇଛନ୍ତି ।

ଫିଲ୍ମ ପ୍ରେମ ଅଗନର ହିରୋ ଫରଦିନଙ୍କୁ ଦୀର୍ଘ ଦିନ ଧରି ଫିଲ୍ମରେ ଦେଖିବାକୁ ମିଳିନଥିଲା । ସେ ୨୦୧୬ ରେ ଶେଷଥର ପାଇଁ କ୍ୟାମେରା ସାମ୍ନାକୁ ଆସିଥିଲେ । ତାଙ୍କ ଓଜନ ଏତେ ବଢ଼ି ଯାଇଥିଲା ଯେ ତାଙ୍କୁ ଚିହ୍ନିବା ମୁସକିଲ୍ ହୋଇଯାଇଥିଲା । ମୋଟାପଣ ଯୋଗୁଁ ତାଙ୍କୁ ଟ୍ରୋଲର ଶିକାର ହେବାକୁ ମଧ୍ୟ ପଡିଥିଲା । ସେତେବେଳେ ଫରଦିନଙ୍କୁ ଦେଖି ପ୍ରଶଂସକମାନେ ପୁରା ଚକିତ ହୋଇଯାଇଥିଲେ ।

କିନ୍ତୁ ବର୍ତ୍ତମାନ ଏହି ସିନ୍ ବଦଳି ଯାଇଛି । ପୁରାପୁରି ଫିଟ୍ ନଜର ଆସିଛନ୍ତି ଫରଦିନ । ଶନିବାର କାଷ୍ଟିଂ ଡାଇରେକ୍ଟର ମୁକେଶଙ୍କ ମୁମ୍ବାଇ ଅଫିସ ବାହାରେ ଫରଦିନଙ୍କୁ ଦେଖିବାକୁ ମିଳିଛି । ତାଙ୍କ ନୂଆ ଲୁକକୁ ଦେଖିବା ପରେ ସେ ପୁଣିଥରେ ବଲିଉଡକୁ କମବ୍ୟାକ କରିବା ନେଇ ଆଶଙ୍କା କରାଯାଉଛି ।

ପ୍ରକାଶ ଥାଉ ଯେ, ୨୦୧୦ ରେ ଫରଦିନ ଶେଷଥର ପାଇଁ ‘ଦୁଲହା ମିଲ ଗୟା’ ଫିଲ୍ମରେ ନଜର ଆସିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.