ETV Bharat / sitara

ଅକ୍ଷୟଙ୍କୁ ଭେଟିବା ପାଇଁ 900କିମି ଚାଲିଲେ ଫ୍ୟାନ

author img

By

Published : Sep 2, 2019, 12:42 PM IST

ପ୍ରାୟ 900କିଲୋମିଟର ଚାଲିଲା ପରେ ନିଜ ପ୍ରେରଣାଙ୍କୁ ଭେଟିଥିଲେ ଜଣେ ଫ୍ୟାନ । ଅକ୍ଷୟ କୁମାରଙ୍କୁ ଦେଖାକରିବାକୁ ଦ୍ବାରିକାରୁ ମୁମ୍ବାଇ ଚାଲିଲେ ଫ୍ୟାନ ।

ଫଟୋ ସୌଜନ୍ୟ: ଟ୍ବିଟର

ହାଇଦ୍ରାବାଦ: ଅକ୍ଷୟଙ୍କୁ ନିଜ ପ୍ରେରଣା ମାନୁଥିବା ଜଣେ ଫ୍ୟାନ 900କିମି ଚାଲି ତାଙ୍କୁ ଦେଖାକରିଛନ୍ତି । ଫ୍ୟାନ ପ୍ରଭାତ ଦ୍ବାରିକାରୁ ମୁମ୍ବାଇ ଚାଲିକି ଆସିଥିଲେ । ଏହାକୁ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି ଅକ୍ଷୟ ।

fan walk 900km
ଫଟୋ ସୌଜନ୍ୟ: ଟ୍ବିଟର

ଏହାସହ କୌଣସି ଫ୍ୟାନଙ୍କୁ ଏପରି ନକରିବାକୁ କହିଛନ୍ତି ଅକ୍ଷୟ । ନିଜର ମୂଲ୍ୟବାନ ସମୟ ଓ ଶକ୍ତି ଅଯଥା ବ୍ୟର୍ଥ ନକରିବାକୁ କହିଛନ୍ତି । ନିକଟରେ ଫିଲ୍ମ ‘ମିଶନମଙ୍ଗଲ’ ଅନେକ ସଫଳତା ହାସିଲ କରିବା ସହ ପାଖାପାଖି 200କୋଟି କ୍ଲବରେ ପହଞ୍ଚିଥିଲା ଫିଲ୍ମ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.