ETV Bharat / sitara

ମୁଁ ଅମିତାଭ-ଶାହରୁଖ ନୁହେଁ ଯେ ଭିଡକୁ ଡରିବି: ବାନୀ କପୁର

ଭିଡକୁ ଯିବା ପାଇଁ ଡରନ୍ତିନି ବାନୀ । କାରଣ ସେ ସୁପରଷ୍ଟାର ନୁହେଁ ବୋଲି ଜଣାଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Mar 31, 2021, 8:45 AM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବାନୀ କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବାନୀ କପୁର

ମୁମ୍ବାଇ: ସେକ୍ସି ଅଭିନେତ୍ରୀ ବାନୀ କପୁର ନୂଆ ନୂଆ ସହର ବୁଲିବା ସହ ଟେଷ୍ଟି ଟେଷ୍ଟି ଫୁଡ୍ ଖାଇବାକୁ ବେଶ୍ ପସନ୍ଦ କରନ୍ତି । ନିଜ ଫିଲ୍ମ ସୁଟିଂ ସମୟରେ ପାଖାପାଖି ସହର, ଗାଁ ଏବଂ ହିଲ-ଷ୍ଟେସନ ବୁଲିବାର କୌଣସି ସୁଯୋଗ ଛାଡନ୍ତିନି ସେ। ତାଙ୍କ ସୋସିଆଲ ମିଡିଆ ପୋଷ୍ଟ ଦେଖି ଜଣାପଡିଯାଉଛି ଯେ ସେ କେତେ ବୁଲିବାକୁ ଭଲ ପାଆନ୍ତି । ଇତିମଧ୍ୟରେ ସେ ଅମିତାଭ ବଚ୍ଚନ ଓ ଶାହରୁଖ ଖାନଙ୍କ ବିଷୟରେ ଆଲୋଚନା କରିଛନ୍ତି ।

ନିଜ ଟ୍ରାଭେଲିଂ ବିଷୟରେ ଜଣାଇ ସେ କହିଛନ୍ତି, ‘ମତେ କେବେ ସୁଯୋଗ ମିଳିନାହିଁ ଭିଡ ସ୍ଥାନ ବୁଲିବାକୁ ଯିବା ପାଇଁ । ହେଲେ ଏମିତି ଯଦି ହେଉଛି ତେବେ ମତେ ଡର ଲାଗିବ ନାହିଁ । କାରଣ ମୁଁ ଅମିତାଭ ନୁହେଁ କିମ୍ବା ଶାହରୁଖ ନୁହେଁ ଯେ ଭିଡକୁ ଯିବାକୁ ଡରିବି । କାରଣ ସେମାନେ ସୁପରଷ୍ଟାର ମୁଁ ନୁହେଁ ।’

ଯଦି ବାନୀଙ୍କ ଆଗାମୀ ଫିଲ୍ମ ବିଷୟରେ କଥା ହେବା ତାହାଲେ ସେ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସହ ‘ବେଲ ବଟମ’ରେ ନଜର ଆସିବେ । ସେ ପ୍ରଥମଥର ଅକ୍ଷୟଙ୍କ ସହ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି । ଯାହାକୁ ନେଇ ତାଙ୍କ ଖୁସି ନକହିଲେ ସରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.