ETV Bharat / sitara

ଇସାଙ୍କ ନୂଆ ଅବତାର, ବଢିଲା ଫ୍ୟାନ୍ସଙ୍କ ଟେମ୍ପ୍ରେଚର୍‌ - ବାଥଟବରେ ଇସା ଗୁପ୍ତାଙ୍କ ପୋଜ

ସୋସିଆଲ ମିଡିଆରେ ଭାଇରାଲ ହେଲା ଇସା ଗୁପ୍ତାଙ୍କ ହଟ୍ ଅବତାର । ଫ୍ୟାନ୍ସ କହିଲେ ବାଃ ବାଃ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

esha gupta
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଇସା ଗୁପ୍ତା
author img

By

Published : Mar 19, 2020, 7:03 PM IST

ମୁମ୍ବାଇ:ଅଭିନେତ୍ରୀ ଇସା ଗୁପ୍ତା ଏବେ ଫିଲ୍ମ ଠୁ ଦୁରେଇ ଅଛନ୍ତି । ହେଲେ ସୋସିସଆଲ ମିଡିଆରେ ସେ ସବୁବେଳେ ଆକ୍ଟିଭ । ନିଜ ବୋଲ୍ଡ ଓ ଗ୍ଲାମରସ୍‌ ଫଟୋ ସେୟାର କରି ସେ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ଏବେ ପୁଣି ତାଙ୍କ ହଟ୍ ଅବତାର ଦେଖି ଦିୱାନା ହୋଇଯାଇଛନ୍ତି ଫ୍ୟାନ୍ସ । ସେ ଇନଷ୍ଟାଗ୍ରାମରେ ବାଥଟବର୍‌ ଏକ ଭିଡିଓ ସେୟାର କରି ଚର୍ଚ୍ଚାରେ। ଯାହା ତାଙ୍କ ଫ୍ୟାନ୍ସଙ୍କ ମନ କିଣିଛି।

ଭିଡିଓ ସେୟାର ହେବାର କିଛି ସମୟ ମଧ୍ୟରେ ଲକ୍ଷରୁ ଅଧିକ ଲାଇକ୍‌ ମିଳିସାରିଲାଣି। ସେହିପରି ଫ୍ୟାନ୍ସଙ୍କ କମେଣ୍ଟ ମଧ୍ୟ ଭିଡିଓରେ ଆସିବାରେ ଲାଗିଛି। ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି, ‘ଭିଡିଓଟି ଖୁବ୍ ସୁନ୍ଦର ହୋଇଛି।’ ଦ୍ବିତୀୟ ୟୁଜର ଲେଖିଛନ୍ତି, ‘ଗରମ ବହୁତ ହେଉଛି , ଗରମ ଇସା ଗୁପ୍ତା ।’

ପ୍ରକାଶ ଥାଉକି, ଇସା ଶେଷଥର ଫିଲ୍ମ ‘ୱାନ ଡେ:ଜଷ୍ଟିସ ଡିଲିଭର୍ଡ’ରେ ନଜର ଆସିଥିଲେ । ଯେଉଁଥିରେ ମୁଖ୍ୟ ଭୂମିକାରେ ବିଶିଷ୍ଟ ଅଭିନେତା ଅନୁପମ ଖେର ଅଭିନୟ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.