ETV Bharat / sitara

ସୁଶାନ୍ତଙ୍କ ଫାଷ୍ଟ ସିନ ଭିଡିଓ ସେୟାର କଲେ ଏକତା

author img

By

Published : Aug 7, 2020, 6:05 PM IST

ଟିଭି ସିରିୟଲରୁ ଫେମସ ବଲିଉଡ ଅଭିନେତା ସାଜିଥିଲେ ସୁଶାନ୍ତ । ତାଙ୍କୁ ଛୋଟ ପରଦାରେ ସୁଯୋଗ ଦେଇଥିଲେ ଏକତା । ଏବେ ତାଙ୍କ ଫାଷ୍ଟ ସିନ ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ଖୁସ କରିଦେଇଛନ୍ତି ସେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଏକତା କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଏକତା କପୁର

ମୁମ୍ବାଇ: ସବୁ ମହଲରେ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ଚର୍ଚ୍ଚା । ତାଙ୍କ ଆଗାମୀ ତଦନ୍ତ ସିବିଆଇ କରିବାକୁ ଯାଉଛି । ଇତିମଧ୍ୟରେ ତାଙ୍କ ଟିଭି ଦୁନିଆରେ ପଦାର୍ପଣ କରାଇଥିବା ଫେମସ ନିର୍ମାତା ଏକତା କପୁର ଚର୍ଚ୍ଚାରେ ଆସିଛନ୍ତି । ସେ ସୁଶାନ୍ତଙ୍କୁ ସୋସିଆଲ ମିଡିଆରେ ମନେ ପକାଇଛନ୍ତି । ଆଉ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଖାସ୍ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି।

ସେ କିଛି ଦିନରୁ ସୁଶାନ୍ତଙ୍କ ସହ ସମ୍ପୃକ୍ତ ଥିବା ଅନେକ ଜିନିଷ ସେୟାର କରିବାରେ ଲାଗିଛନ୍ତି । ଆଉ ଏବେ ସେ ସୁଶାନ୍ତଙ୍କ ଟିଭି ସିରିୟଲରେ ତାଙ୍କ ଫାଷ୍ଟ ସିନ ଭିଡିଓ ସେୟାର କ୍ୟାପସନରେ ଲେଖିଛନ୍ତି, ‘ଅନେକ ଲୋକ ମତେ ସୁଶାନ୍ତଙ୍କ ଫାଷ୍ଟ ସିନ ବିଷୟରେ ବାରମ୍ବାର ପଚାରୁଥିଲେ । ଏହା ତାଙ୍କ ଫାଷ୍ଟ ସିନ ଯାହା ଆମେ ସୁଟ କରିଥିଲୁ।’ ଦେଖନ୍ତୁ ଭିଡିଓ...

ପ୍ରକାଶ ଥାଉକି ସୁଶାନ୍ତ ନିଜ ଅଭିନୟ କ୍ୟରିୟର ଏକତାଙ୍କ ଟିଭି ସିରିୟଲ ‘କିସ ଦେଶ ମେଁ ହେ ମେରା ଦିଲ’ରୁ ଆରମ୍ଭ କରିଥିଲେ । ଏହାପରେ ଏକତା ତାଙ୍କୁ ଚର୍ଚ୍ଚିତ ଧାରାବାହିକ ‘ପବିତ୍ର ରିସ୍ତା’ରେ ସୁୟୋଗ ଦେଇଥିଲେ । ଯାହାପରେ ଏହି ଧାରାବାହିକ ସୁଶାନ୍ତଙ୍କୁ ରାତାରାତି ଟିଭର ସଫଳ ଅଭିନେତାରେ ପରିଣତ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.