ETV Bharat / sitara

ହ୍ରିତିକଙ୍କ ପରେ ଫଟୋଗ୍ରାଫରଙ୍କ ସହାୟତାରେ ଏକତା - ସୁପରଷ୍ଟାର ହ୍ରିତିକ ରୋଶନ ଫଟୋଗ୍ରାଫଙ୍କୁ ସାହାଯ୍ୟ

ଅନେକ ସେଲିବ୍ରିଟି ନିଜ ନିଜ କ୍ଷମତା ହିସାବରେ ଦେଶବାସୀଙ୍କୁ ସାହାଯ୍ୟ କରିବାରେ ଲାଗିଛନ୍ତି । ଏହି ବିପଦ ସମୟରେ ଶ୍ରମିକ, ଦିନ ମଜୁରିଆ, ଫଟୋଗ୍ରାଫର୍ସ, ସ୍ବାସ୍ଥ୍ୟକର୍ମୀଙ୍କୁ ସହଯୋଗର ହାତ ବାଢାଇବାରେ ଲାଗିଛନ୍ତି ସେଲିବ୍ରିଟି।

_ekta kapoor
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଏକତା କପୁର
author img

By

Published : Apr 23, 2020, 11:08 AM IST

ମୁମ୍ବାଇ: ଲକଡାଉନ ପାଇଁ ସେଲିବ୍ରିଟିଙ୍କ ଫଟୋଗ୍ରାଫରଙ୍କ କାମ ଠପ ହୋଇଯାଇଛି। କାରଣ କୋରୋନା ଭାଇରସରୁ ବଞ୍ଚିବା ପାଇଁ ସେଲିବ୍ରିଟି ଏବେ ନିଜ ନିଜ ଘରେ ସମୟ ବିତାଉଛନ୍ତି। ଆଉ ଫଟୋଗ୍ରାଫର ମଧ୍ୟ ଏଥିରୁ ବାଦ ପଡିନାହାଁନ୍ତି । ଯାହାଦ୍ବାରା ଫଟୋଗ୍ରାଫଙ୍କ ଆୟରେ ମଧ୍ୟ ବାଧା ଦେଖିବାକୁ ମିଳୁଛି। ଏମିତି ପରିସ୍ଥିତିରେ ପ୍ରଥମେ ସୁପରଷ୍ଟାର ହ୍ରିତିକ ରୋଶନ ଫଟୋଗ୍ରାଫରଙ୍କୁ ସାହାଯ୍ୟ କରିବାକୁ ଯାଉଛି ଟଙ୍କା ଦାନ କରିଥିଲେ । ଆଉ ଏବେ ତାଙ୍କ ପଥ ଅନୁସରଣ କରିଛନ୍ତି ଫେମସ ନିର୍ମାତା ଏକତା କପୁର।

ଫେମସ ଫଟୋଗ୍ରାଫ ବିରଲ ଭୟାନୀ ଏହାର ସୂନଚା ଏକ ସାକ୍ଷାତକାରରେ ଦେଇଥିଲେ। ସେ ଜଣାଇଥିଲେ ଯେ ତାଙ୍କ ଟିମର 15 ଫଟୋଗ୍ରାଫରଙ୍କ ବ୍ୟାଙ୍କ ଆକାଉଣ୍ଟ ଡିଟେଲ ନେଇ ଏକତା ଟଙ୍କା ଟ୍ରାନ୍ସଫର କରିଛନ୍ତି। ତାଙ୍କ ଏହି ମହାନ କାର୍ଯ୍ୟ ପାଇଁ ସମସ୍ତେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ପ୍ରକାଶ ଥାଉକି ମେ 3 ପର୍ଯ୍ୟନ୍ତ ଭାରତରେ ଲକଡାଉନ ପାଳନ କରାଯିବ। ଦେଶରେ ଏଯାବତ କୋରୋନା ପୀଡିତଙ୍କ ସଂଖ୍ୟା ବଢି 20 ହଜାରରେ ପହଞ୍ଚିଲାଣି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.