ETV Bharat / sitara

ପରଦାରେ 'ଏକ ଲଡିକି କୋ ଦେଖା ତୋ ଐସୈ ଲଗା'

author img

By

Published : Feb 1, 2019, 10:09 AM IST

ଆଜି ବକ୍ସ ଅଫିସରେ ରିଲିଜ ହେବ ଫିଲ୍ମ 'ଏକ ଲଡିକି କୋ ଦେଖା ତୋ ଐସୈ ଲଗା' । ସୋନମ କପୁର ଆହୁଜା, ରାଜ କୁମାର ରାଓ ଷ୍ଟାରର ଫିଲ୍ମ ପ୍ରଥମ ଦିନରେ ବକ୍ସ ଅଫିସରେ 2 ରୁ 3 କୋଟି ବ୍ୟବସାୟ କରିବା ନେଇ ଆକଳନ କରାଯାଉଛି ।

ଡିଜାଇନ ଫଟୋ

ମୁମ୍ବାଇ: ଫିଲ୍ମି ଫ୍ରାଇଡେରେ ପରଦାରେ ରିଲିଜ ହୋଇଛି ଫିଲ୍ମ 'ଏକ ଲଡିକି କୋ ଦେଖା ତୋ ଐସୈ ଲଗା' । ସୋନମ କପୁର ଆହୁଜା, ରାଜ କୁମାର ରାଓ ଷ୍ଟାରର ଫିଲ୍ମ ପ୍ରଥମ ଦିନରେ ବକ୍ସ ଅଫିସରେ 2 ରୁ 3 କୋଟି ବ୍ୟବସାୟ କରିବା ନେଇ ଆକଳନ କରାଯାଇଛି । ତେବେ ଫିଲ୍ମର ୱିକେଣ୍ଡ କଲେକ୍ସନ ଫ୍ୟାନଙ୍କ ରିଆକ୍ସନ ଉପରେ ନିର୍ଭର କରେ ବୋଲି କହିଛନ୍ତି ଫିଲ୍ମ ନିର୍ମାତା ।

ରିପୋର୍ଟ ଅନୁସାରେ, ଫିଲ୍ମ ରିଲିଜ ପୂର୍ବରୁ ହିଁ ଏହାର ଅଧା ବଜେଟ ସମ୍ପର୍କରେ ସୂଚନା ମିଳିସାରିଛି । 35 ରୁ 40 କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ ସେଟଲାଇଟ୍ ପାଇଁ 15 ରୁ 20 କୋଟି ଟଙ୍କାରେ ବିକ୍ରି କରାଯାଇଛି । ଏମିତିରେ ଫିଲ୍ମ ଭଲ ଇନକମ କରିବ ବୋଲି ରିଲିଜ ପୂର୍ବରୁ ହିଁ ଜଣାପଡିଛି । ତେବେ ଫିଲ୍ମକୁ ଦେଶରେ 800-900 ସ୍କ୍ରୀନିଙ୍ଗ୍ କରାଯାଇଛି !

ଏଠାରେ ସୂଚନାଯୋଗ୍ୟ, 'ଏକ ଲଡିକି କୋ ଦେଖା ତୋ ଐସୈ ଲଗା' ଫିଲ୍ମଟି ଏକ ସମଲିଙ୍ଗୀ ସମ୍ପର୍କକୁ ନେଇ ନିର୍ମାଣ କରାଯାଇଛି । ତେବେ ବଲିଉଡରେ ଏହି ଷ୍ଟୋରୀକୁ ନେଇ ପ୍ରଥମ ଥର ଫିଲ୍ମ ନିର୍ମାଣ କରାଯାଇଛି ।

Intro:Body:

ପରଦାରେ 'ଏକ ଲଡିକି କୋ ଦେଖା ତୋ ଐସୈ ଲଗା'

PHOTO CAPTION: କଣ ରହିଛି ବକ୍ସ ଅଫିସ କଲେକସନ ?

ମୁମ୍ବାଇ: ଫିଲ୍ମି ଫ୍ରାଇଡେରେ ପରଦାରେ ରିଲିଜ ହୋଇଛି ଫିଲ୍ମ 'ଏକ ଲଡିକି କୋ ଦେଖା ତୋ ଐସୈ ଲଗା' । ସୋନମ କପୁର ଆହୁଜା, ରାଜ କୁମାର ରାଓ ଷ୍ଟାରର ଫିଲ୍ମ ପ୍ରଥମ ଦିନରେ ବକ୍ସ ଅଫିସରେ 2 ରୁ 3 କୋଟି ବ୍ୟବସାୟ କରିବା ନେଇ ଆକଳନ କରାଯାଇଛି ।  ତେବେ ଫିଲ୍ମର ୱିକେଣ୍ଡ କଲେକ୍ସନ ଫ୍ୟାନଙ୍କ ରିଆକ୍ସନ ଉପରେ ନିର୍ଭର କରେ ବୋଲି କହିଛନ୍ତି ଫିଲ୍ମ ନିର୍ମାତା ।

ରିପୋର୍ଟ ଅନୁସାରେ, ଫିଲ୍ମ ରିଲିଜ ପୂର୍ବରୁ ହିଁ ଏହାର ଅଧା ବଜେଟ ସମ୍ପର୍କରେ ସୂଚନା ମିଳିସାରିଛି । 35 ରୁ 40 କୋଟି  ବଜେଟରେ ନିର୍ମିତ ଏହି ଫିଲ୍ମ ସେଟଲାଇଟ୍ ପାଇଁ 15 ରୁ 20 କୋଟି ଟଙ୍କାରେ ବିକ୍ରି କରାଯାଇଛି । ଏମିତିରେ ଫିଲ୍ମ ଭଲ ଇନକମ କରିବ ବୋଲି ରିଲିଜ ପୂର୍ବରୁ ହିଁ ଜଣାପଡିଛି । ତେବେ ଫିଲ୍ମକୁ ଦେଶରେ 800-900 ସ୍କ୍ରୀନିଙ୍ଗ୍ କରାଯାଇଛି ! 

ଏଠାରେ ସୂଚନାଯୋଗ୍ୟ, 'ଏକ ଲଡିକି କୋ ଦେଖା ତୋ ଐସୈ ଲଗା' ଫିଲ୍ମଟି ଏକ ସମଲିଙ୍ଗୀ ସମ୍ପର୍କକୁ ନେଇ ନିର୍ମାଣ କରାଯାଇଛି । ତେବେ ବଲିଉଡରେ ଏହି ଷ୍ଟୋରୀକୁ ନେଇ ପ୍ରଥମ ଥର ଫିଲ୍ମ ନିର୍ମାଣ କରାଯାଇଛି । 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.